ନୂଆଦିଲ୍ଲୀ:ବିଜେପିର ପୂର୍ବ ଦିଲ୍ଲୀର ସାଂସଦ ତଥା ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର ଦିଲ୍ଲୀରେ ଭୋଟ୍ ଦେଇଛନ୍ତି। ଭୋଟ୍ ଦେବା ପରେ ସେ କହିଛନ୍ତି ଯେ ମୁଁ କେବଳ କହିବାକୁ ଚାହେଁ ଯେ ସମସ୍ତେ ଘରୁ ବାହାରକୁ ଆସି ବହୁ ସଂଖ୍ୟାରେ ଭୋଟ୍ ଦେବା ଉଚିତ୍। ଏହା ଆମର ଶକ୍ତି, ଏହା ଆମର ଗଣତନ୍ତ୍ର। ଗତ ୧୦ ବର୍ଷ ମଧ୍ୟରେ ବିଜେପି ସରକାର ବିକାଶ ପାଇଁ କାର୍ଯ୍ୟ କରିଛି। ଏଥର ମଧ୍ୟ ଦଳକୁ ମଜବୁତ କରିବାରେ ସହଯୋଗ କରନ୍ତୁ।
ମତଦାନ ପରେ ଗୌତମ ଗମ୍ଭୀର ଭୋଟ୍ ଦେବାକୁ ଅନୁରୋଧ କଲେ
Advertisment
Follow Us