ଟ୍ଵିଟରେ ବୈଜୟନ୍ତ କହିଲେ, ସମ୍ବଲପୁରରୁ ଲଢ଼ିବା ଯୋଜନା ନାହିଁ

Advertisment
ଟ୍ଵିଟରେ ବୈଜୟନ୍ତ କହିଲେ, ସମ୍ବଲପୁରରୁ ଲଢ଼ିବା ଯୋଜନା ନାହିଁ

ଭୁବନେଶ୍ୱର: କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ରବିବାର ସୋସିଆଲ ମିଡିଆ ଟୁଇଟରରେ ଟ୍ଵିଟ୍‌ କରିଛନ୍ତି, ସମ୍ବଲପୁରରୁ ନିର୍ବାଚନ ଲଢ଼ିବା ଯୋଜନା ନାହିଁ। ବରଂ ସୁଯୋଗ ମିିଳିଲେ ସମ୍ବଲପୁରବାସୀଙ୍କ ପାଇଁ ସେବା କରିବି। ସମ୍ବଲପୁରରେ ନିର୍ବାଚନ ଲଢ଼ିବା ଚର୍ଚ୍ଚା ନେଇ ବରିଷ୍ଠ ବିଜେଡି ନେତା ଶ୍ରୀ ପଣ୍ଡା କହିଛନ୍ତି, କେନ୍ଦ୍ରାପଡ଼ାରୁ ପ୍ରତିନିଧିତ୍ୱ କରୁଥିବାରୁ ମୁଁ ଗୌରବାନ୍ଵିତ। କେନ୍ଦ୍ରାପଡ଼ାବାସୀ ମୋତେ ଅନେକ ସ୍ନେହଶ୍ରଦ୍ଧା ଦେଇଛନ୍ତି। ମୁଁ କେଉଁଠୁ ଲଢିବି, ତାହା ଦଳ ଓ ଲୋକଙ୍କ ଉପରେ ନିର୍ଭର କରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe