ବାଂସୁରୀ ସ୍ୱରାଜ ଭୋଟ୍ ଦେବାକୁ ଭୋଟରଙ୍କୁ ନିବେଦନ କଲେ

ବାଂସୁରୀ ସ୍ୱରାଜ ଭୋଟ୍ ଦେବାକୁ ଭୋଟରଙ୍କୁ ନିବେଦନ କଲେ

ନୂଆଦିଲ୍ଲୀ: ଦେଶରେ ଷଷ୍ଠ ପର୍ଯ୍ୟାୟ ନିର୍ବାଚନଲାଗି ମତଦାନ ଶନିବାର ସକାଳ ୭ଟାରୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆରମ୍ଭ ହୋଇଛି। ୮ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ମତଦାନ ଜାରି ରହିଛି। ମୋଟ୍ ୫୮ଟି ଲୋକସଭା ଆସନ ଲାଗି ଭୋଟର ମତଦାଧିକାର ସାବ୍ୟସ୍ତ କରୁଛନ୍ତି ।

ଦିଲ୍ଲୀର ବିଜେପି ଲୋକସଭା ନିର୍ବାଚନ ପ୍ରାର୍ଥୀ ବାଂସୁରୀ ସ୍ୱରାଜ ଭୋଟରଙ୍କୁ ଭୋଟ୍ ଦେବାକୁ ନିବେଦନ କରିଛନ୍ତି। ସେ କହିଛନ୍ତି ଆଜି ଗଣତନ୍ତ୍ରର ମହାନ ପର୍ବ। ମୁଁ ଲୋକମାନଙ୍କୁ ଭୋଟ୍ ଦେବାକୁ ନିବେଦନ କରିବାକୁ ଚାହୁଁଛି। ମୁଁ ଝ‌ଣ୍ଡେୱାଲୀ ମାତାଙ୍କ ଆଶୀର୍ବାଦ ନେଇ ମତଦାନ କରିବାକୁ ଆସିଛି। ଆପଣମାନେ ମଧ୍ୟ ମତଦାନ ଅଧିକାର ସାବ୍ୟସ୍ତ କରନ୍ତୁ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe