୧୧ରେ ପ୍ରଚାରକୁ ଓହ୍ଲାଇବେ ଧର୍ମେନ୍ଦ୍ର

Advertisment
୧୧ରେ ପ୍ରଚାରକୁ ଓହ୍ଲାଇବେ ଧର୍ମେନ୍ଦ୍ର

ଭୁବନେଶ୍ୱର : ବିଜେପୁର ଉପନିର୍ବାଚନ ପାଇଁ ବିଜେପିର ହାଇପ୍ରୋଫାଇଲ୍‌ ପ୍ରଚାର ୧୧ ତାରିଖରୁ ଆରମ୍ଭ ହେବ। କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୧୧ ତାରିଖରେ ୧୦ଟି ନିର୍ବାଚନ ସଭା କରିବା ସହ ରୋଡ୍‌ ସୋ’ ମାଧ୍ୟମରେ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କ ପାଇଁ ପ୍ରଚାର କରିବେ। ଏହା ପରେ ବିଜେପିର ଅନ୍ୟ କେନ୍ଦ୍ର ମନ୍ତ୍ରୀ ଓ ରାଷ୍ଟ୍ରୀୟ ନେତାମାନେ ପର୍ଯ୍ୟାୟକ୍ରମେ ପ୍ରଚାର ଅଭିଯାନରେ ସାମିଲ୍‌ ହେବେ ବୋଲି ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe