ଭୁବନେଶ୍ୱର : ବିଜେପୁର ଉପନିର୍ବାଚନ ନିମନ୍ତେ ଆଜି ଉତ୍କଳ ଭାରତ ପ୍ରାର୍ଥୀ ଭାବେ ଜଗତ୍ରାମ ପୁଟେଲ୍ଙ୍କ ନାମ ଘୋଷଣା କରାଯାଇଛି। ଏ ନେଇ ଦଳର ରାଜ୍ୟ ସଭାପତି ଐର ଖାରବେଳ ସ୍ୱାଇଁ ଏକ ପ୍ରେସ୍ ବିବୃତି ଜରିଆରେ ଜଣାଇଛନ୍ତି।
ବିଜେପୁର ପାଇଁ ଉତ୍କଳ ଭାରତର ପ୍ରାର୍ଥୀ ଘୋଷଣା
Advertisment
Follow Us