୩୬ ବିଧାନସଭା ଲାଗି ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜୁ ଜନତା ଦଳ

Advertisment
୩୬ ବିଧାନସଭା ଲାଗି ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜୁ ଜନତା ଦଳ

ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି) ବୁଧବାର ଓଡ଼ିଶା ବିଧାନସଭା ନିର୍ବାଚନର ୩ୟ ଏବଂ ୪ର୍ଥ ପର୍ଯ୍ୟାୟରେ ହେବାକୁ ଥିବା ମତଦାନ ପାଇଁ କିଛି ଆସନରେ ନିଜର ପ୍ରାର୍ଥୀ ଘୋଷଣା କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ତାଲିକା ଘୋଷଣା କରିଛନ୍ତି। ବିଜେଡି ପକ୍ଷରୁ ଆଜି ୩୬ ବିଧାନସଭା ଲାଗି ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ନିମ୍ନରେ ପ୍ରାର୍ଥୀ ତାଲିକା ପ୍ରଦାନ କରାଗଲା।

୩୬ ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ

ବ୍ରହ୍ମଗିରି: ସଂଜୟ କୁମାର ଦାସବର୍ମା
ସତ୍ୟବାଦୀ: ଉମାକାନ୍ତ ସାମନ୍ତରାୟ
ରଣପୁର: ସତ୍ୟନାରାୟଣ ପ୍ରଧାନ
ନୟାଗଡ଼: ଡ. ଅରୁଣ କୁମାର ସାହୁ
ଏକାମ୍ର ଭୁବନେଶ୍ୱର: ଅଶୋକ ଚନ୍ଦ୍ର ପଣ୍ଡା
ବଡ଼ମ୍ବା-ନରସିଂହପୁର: ଦେବୀ ପ୍ରସାଦ ମିଶ୍ର
ବାଙ୍କୀ: ଦେବୀ ରଂଜନ ତ୍ରିପାଠୀ
ଆଠଗଡ଼: ରଣେନ୍ଦ୍ର ପ୍ରତାପ ସ୍ୱାଇଁ
ଚୌଦ୍ୱାର-କଟକ: ସୌଭିକ ବିଶ୍ୱାଳ
ଢେଙ୍କାନାଳ: ସୁଧୀର କୁମାର ସାମଲ
ହିନ୍ଦୋଳ: ସୀମାରାଣୀ ନାୟକ
କାମାକ୍ଷାନଗର: ପ୍ରଫୁଲ୍ଲ କୁମାର ମଲ୍ଲିକ
ପରଜଙ୍ଗ: ଡ. ନୃସିଂହ ଚରଣ ସାହୁ
ତାଳଚେର: ବ୍ରଜ କିଶୋର ପ୍ରଧାନ
ଅନୁଗୁଳ: ରଜନୀ କାନ୍ତ ସିଂହ
କୁଚିଣ୍ଡା: କିଶୋର ଚନ୍ଦ୍ର ନାୟକ
ତେଲକୋଇ: ପ୍ରେମାନନ୍ଦ ନାଏକ
ଘସିପୁରା: ବଦ୍ରୀ ନାରାୟଣ ପାତ୍ର
ପାଟଣା: ଜଗନ୍ନାଥ ନାଏକ
କେନ୍ଦୁଝର: ମାଧବ ସର୍ଦ୍ଦାର
କରଂଜିଆ: ବାସନ୍ତୀ ହେମ୍ବ୍ରମ୍‌
ଭୋଗରାଇ: ଅନନ୍ତ ଦାସ
ରେମୁଣା: ସୁଧାଂଶୁ ଶେଖର ପରିଡ଼ା
ଭଣ୍ଡାରିପୋଖରୀ: ପ୍ରଫୁଲ୍ଲ ସାମଲ
ବାସୁଦେବପୁର: ବିଷ୍ଣୁ ବ୍ରତ ରାଉତରାୟ
ଚାନ୍ଦବାଲି: ବ୍ୟୋମକେଶ ରାୟ
ସିମୁଳିଆ: ଜ୍ୟୋତି ପ୍ରକାଶ ପାଣିଗ୍ରାହୀ
ବିଞ୍ଝାରପୁର: ପ୍ରମିଳା ମଲ୍ଲିକ
ଧର୍ମଶାଳା: ପ୍ରଣବ କୁମାର ବଳବନ୍ତରାୟ
ସୁକିନ୍ଦା: ପ୍ରୀତିରଂଜନ ଘଡେଇ
ପାଟକୁରା: ବେଦ ପ୍ରକାଶ ଅଗ୍ରଓ୍ଵାଲ
ମହାକାଳପଡ଼ା: ଅତନୁ ସବ୍ୟସାଚୀ ନାୟକ
ଆଳି: ପ୍ରତାପ କେଶରୀ ଦେବ
ମାହାଙ୍ଗା: ପ୍ରତାପ ଜେନା
ସାଲେପୁର: ପ୍ରଶାନ୍ତ ବେହେରା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe