ରାଜନୀତି Leading ମୁଖ୍ୟମନ୍ତ୍ରୀ ନବୀନଙ୍କ ଅଧ୍ୟକ୍ଷତାରେ ବିଜେଡ଼ି ବିଧାୟକ ଦଳର ବୈଠକ ଜାରି 23 Jun 2019 18:03 IST Sambad Digital Follow Us mynation.com ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରବିବାର ବିଜୁ ଜନତା ଦଳ (ବିଜେଡି) ବିଧାୟକ ଦଳର ବୈଠକ ଜାରି ରହିଛି। ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ଦଳର ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ଚାଲିଛି। ବୈଠକରେ ଦଳର ଆଗାମୀ ରଣନୀତି ନେଇ ଆଲୋଚନା ହୋଇପାରେ।