ପାଟକୁରା ନିର୍ବାଚନ: ବିଜେଡ଼ି ସଂଯୋଜକ ଭାବେ ଉତ୍କଳ କେଶରୀ ପରିଡ଼ାଙ୍କୁ ନିଯୁକ୍ତ କଲେ ମୁଖ୍ୟମନ୍ତ୍ରୀ

Advertisment
ବିଜେଡିର ସଦସ୍ୟ ସଂଗ୍ରହ ପାଇଁ ୭ ନେତାଙ୍କୁ ଜିଲ୍ଲା ବଣ୍ଟନ

ଭୁବନେଶ୍ୱର: ପାଟକୁରା ନିର୍ବାଚନ ଆଉ ୮ ଦିନ ପରେ ଅନୁଷ୍ଠିତ ହେବ। ଏହା ପୂର୍ବରୁ ବିଜେଡି ସଂଯୋଜକ ଭାବେ ପୂର୍ବତନ ବିଧାୟକ ଉତ୍କଳ କେଶରୀ ପରିଡ଼ାଙ୍କୁ ଶୁକ୍ରବାର ଦଳୀୟ ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଯୁକ୍ତ କରିଛନ୍ତି।

କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟକ ପରିଡ଼ା ଗତ ଏପ୍ରିଲରେ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ। ପୂର୍ବରୁ ସେ ୨୦୧୪ ସାଧାରଣ ନିର୍ବାଚନ ସମୟରେ ଏନସିପି ଛାଡ଼ି ବିଜେପିରେ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe