ବିଜେପି-ବିଜେଡି କଳି: ପ୍ରତାତ କହିଲେ, ଦାୟିତ୍ୱହୀନ ମନ୍ତବ୍ୟ ଦେଉଛନ୍ତି ଧର୍ମେନ୍ଦ୍ର

Advertisment
ଢେଙ୍କାନାଳର ପରଜଙ୍ଗ ଓ କଙ୍କଡାହାଡରେ ଗ୍ରୀଡ୍ ସବ୍ ଷ୍ଟେସନ ସ୍ଥାପନ ପାଇଁ ଶକ୍ତିମନ୍ତ୍ରୀଙ୍କୁ ପତ୍ର ଲେଖିଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କୁ ବଙ୍ଗୋପସାଗରରେ ଫିଙ୍ଗିବା ପ୍ରସଙ୍ଗରେ ଶନିବାର କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେଡ଼ି କଡ଼ା ଜବାବ ଦେଇଛି। ବିଜେଡି ସାଂସଦ ପ୍ରତାପ ଦେବ କହିଛନ୍ତି, ଧର୍ମେନ୍ଦ୍ର ପ୍ରଧାନ ଦାୟିତ୍ୱହୀନ ମନ୍ତବ୍ୟ ଦେଉଛନ୍ତି।

ପ୍ରତାପ କହିଛନ୍ତି, କିଏ କାହାକୁ ଫିଙ୍ଗିବ ତାହା, ସମୟ କହିବ। ନବକଳେବର ହେବ କି ନାହିଁ ତାହା ଜନତା ବିଚାର କରିବେ। ବିଜେପି ମଞ୍ଚରେ ବସି କେବଳ ବୟାନବାଜି କରିବା ଶିଖିଛି। ଠିକ୍‌ ସମୟରେ ଭୋଟର ଉଚିତ୍‌ ଜବାବ ଦେବେ। କିଏ ସତ କହୁଛି ସମୟ ଆସିଲେ ସବୁ କଥା ଜଣାପଡ଼ିବ ବୋଲି ପ୍ରତାପ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe