ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଶେଷ: ଦୁର୍ନୀତମୁକ୍ତ ରାଷ୍ଟ୍ର ଗଠନ ମୋଦିଙ୍କ ପ୍ରଥମ ଲକ୍ଷ୍ୟ

Advertisment
ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଶେଷ: ଦୁର୍ନୀତମୁକ୍ତ ରାଷ୍ଟ୍ର ଗଠନ ମୋଦିଙ୍କ ପ୍ରଥମ ଲକ୍ଷ୍ୟ

ନୂଆଦିଲ୍ଲୀ: ଗତକାଲି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଦଳ ମୁଖ୍ୟ ଅମିତ ଶାହା, ବହୁ ତୁଙ୍ଗ ନେତା ଓ ଦଳୀୟ କର୍ମୀଙ୍କ ଉପସ୍ଥିତରେ ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଆୟୋଜିତ ହୋଇଥିଲା। ଏହି ବୈଠକ ଆଜି ଶେଷ ହୋଇଛି। ଏଠାରେ ପ୍ରଧାନମନ୍ତ୍ରୀ ମୋଦି ନିଜ ଅଭିଭାଷଣ ଜରିଆରେ ଦେଶକୁ ପ୍ରଥମ ପ୍ରାଧାନ୍ୟ ଦେଇ ପରେ ଦଳ ବୋଲି କହିଛନ୍ତି। ଏହାସହିତ ସେ ଆହୁରି ବି କହିଛନ୍ତି ଯେ ସବୁକିଛି ପରେ ଦେଶରୁ ଦୁର୍ନୀତି ହଟାଇବା ଆମର ପ୍ରଥମ କାମ।

ବୈଠକରେ ଉପସ୍ଥିତ ଥିବା ଦଳ ମୁଖ୍ୟ ଅମିତ ସାହା କହିଛନ୍ତି ଯେ, ଆଗକୁ ହେବାକୁ ଥିବା ଗୁଜୁରାଟ ନିର୍ବାଚନରେ ବିଜେପି ଅଦ୍ଭୂତ ପୂର୍ବକ ସଫଳତା ହାସଲ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe