ଦ୍ୱିତୀୟ ପର୍ଯ୍ୟାୟରେ ବରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ଭୋଟ ଗ୍ରହଣ ଚାଲିଛି । ଏହି ଲୋକସଭା ଆସନ ପାଇଁ ବିଜୁ ଜନତା ଦଳ, ଭାରତୀୟ ଜନତା ପାର୍ଟି ଓ କଂଗ୍ରେସ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ହେଉଛି ଏବଂ ତିନୋଟି ଯାକ ଦଳ ଏଥର ପ୍ରାର୍ଥୀ ବଦଳାଇଛନ୍ତି। ଏହି ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଜେପୁର ବିଧାନସଭା ଆସନରୁ ଏଥର ଲଢ଼ୁଛନ୍ତି ସ୍ୱୟଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆସନ୍ତୁ ଦେଖିବା ବରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀ ଏବଂ ଏଥି ଅନ୍ତର୍ଗତ ୭ଟି ବିଧାନସଭା କ୍ଷେତ୍ରରୁ କିଏ କେଉଁ ଦଳରୁ ଲଢ଼ୁଛନ୍ତି...
/sambad/media/post_attachments/wp-content/uploads/2019/04/Bargarh-Election_Inner-Page_1-2.jpg)
/sambad/media/post_attachments/wp-content/uploads/2019/04/Bargarh-Election_Inner-Page_2.jpg)
/sambad/media/post_attachments/wp-content/uploads/2019/04/Bargarh-Election_Inner-Page_3.jpg)
/sambad/media/post_attachments/wp-content/uploads/2019/04/Bargarh-Election_Inner-Page_4.jpg)
/sambad/media/post_attachments/wp-content/uploads/2019/04/Bargarh-Election_Inner-Page_5.jpg)
/sambad/media/post_attachments/wp-content/uploads/2019/04/Bargarh-Election_Inner-Page_6.jpg)
/sambad/media/post_attachments/wp-content/uploads/2019/04/Bargarh-Election_Inner-Page_7.jpg)
/sambad/media/post_attachments/wp-content/uploads/2019/04/Bargarh-Election_Inner-Page_8.jpg)
Follow Us