ରାଜଧାନୀ ରାଜନୀତି : ଭୁବନେଶ୍ୱର ଲୋକସଭା ଓ ଏହା ଅନ୍ତର୍ଗତ ୭ ବିଧାନସଭା ଆସନରୁ ଲଢ଼ୁଥିବା ଏହି ପ୍ରମୁଖ ପ୍ରାର୍ଥୀଙ୍କ ଭାଗ୍ୟପରୀକ୍ଷା ଆଜି

Advertisment
ରାଜଧାନୀ ରାଜନୀତି : ଭୁବନେଶ୍ୱର ଲୋକସଭା ଓ ଏହା ଅନ୍ତର୍ଗତ ୭ ବିଧାନସଭା ଆସନରୁ ଲଢ଼ୁଥିବା  ଏହି  ପ୍ରମୁଖ ପ୍ରାର୍ଥୀଙ୍କ ଭାଗ୍ୟପରୀକ୍ଷା ଆଜି

ରାଜନୈତିକ ଦୃଷ୍ଟିରୁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ରାଜଧାନୀ ଭୁବନେଶ୍ୱର । ଆଜି ଭୁବନେଶ୍ୱରରେ ଲୋକସଭା ଓ ଏହା ଅନ୍ତର୍ଗତ ୭ ବିଧାନସଭା ଆସନରେ ନିର୍ବାଚନ ହେଉଛି । ଏଥର ଏହି ମର୍ଯ୍ୟାଦାଜନକ ଲୋକସଭା ନିର୍ବାଚନମଣ୍ଡଳୀରେ ଦୁଇ ପ୍ରମୁଖ ଦଳ ବିଜେଡି ଓ ବିଜେପି ପକ୍ଷରୁ ଲଢ଼େଇରେ ଅବତୀର୍ଣ୍ଣ ହୋଇଛନ୍ତି ଦୁଇ ପୂର୍ବତନ ବ୍ୟରୋକ୍ରାଟ୍‌। ଅନ୍ୟ ପକ୍ଷରେ ଏଠାରେ କଂଗ୍ରେସ ସହିତ ବାମପନ୍ଥୀ ଦଳ ସିପିଏମ୍‌ର ଆସନ ବୁଝାମଣା ହୋଇଛି। ଏହି ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭୁବନେଶ୍ୱର (ମଧ୍ୟ), ଭୁବନେଶ୍ୱର(ଉତ୍ତର),ଏକାମ୍ର ଭୁବନେଶ୍ୱର, ଜୟଦେବ,ଜଟଣୀ, ବେଗୁନିଆ, ଖୋର୍ଦ୍ଧା ବିଧାନସଭା ଆସନ ପାଇଁ ମଧ୍ୟ ଏକାଦିନେ ଭୋଟଗ୍ରହଣ ହେଉଛି। ଆସନ୍ତୁ ଦେଖିବା କେଉଁଠି କେଉଁ ଦଳର ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି।

publive-image

publive-image

publive-image

publive-image

publive-image

publive-image

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe