ଭୁବନେଶ୍ୱର : ଭାରତର ନିର୍ବାଚନ କମିସନରଙ୍କ ଅନୁମୋଦନ କ୍ରମେ ଓଡ଼ିଶାର ବିଜେପୁର ବିଧାନସଭା ନିର୍ବାଚନ ପାଇଁ ଚୂଡ଼ାନ୍ତ ଭୋଟର ତାଲିକା ୨୦୧୮, ଜାନୁଆରି ୨୦ ତାରିଖରେ ପ୍ରକାଶ ପାଇବ। ରାଜ୍ୟର ବାକି ୧୪୬ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ଚୂଡ଼ାନ୍ତ ଭୋଟର ତାଲିକା ଆସନ୍ତା ଫେବ୍ରୁଆରି ୧୬ ତାରିଖରେ ପ୍ରକାଶ ପାଇବ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ଭବାନୀ ପ୍ରସାଦ ରାୟ ଏହି ସୂଚନା ଦେଇଛନ୍ତି।
ବିଜେପୁର ଭୋଟର ତାଲିକା ପ୍ରକାଶନ ତାରିଖ ଘୁଞ୍ଚିଲା
Advertisment
Follow Us