ଶିମଲା: ଶନିବାର ଦେଶର ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ହିମାଚଳ ପ୍ରଦେଶର ବିଳାସପୁରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଭୋଟ୍ ଦେଇଛନ୍ତି। ଭୋଟ୍ ଦେବା ପରେ ସେ କହିଛନ୍ତି ଯେ ମୁଁ ମୋ ବୁଥ୍ର ପ୍ରଥମ ଭୋଟର।
ଏକ ସକ୍ଷମ,ସଶକ୍ତ ତଥା ଆତ୍ମନିର୍ଭରଶୀଳ ଭାରତ ପାଇଁ ବହୁ ସଂଖ୍ୟାରେ ଭୋଟ୍ ଦେବାକୁ ମୁଁ ସମସ୍ତ ଭୋଟରଙ୍କୁ ନିବେଦନ କରୁଛି। ମୁଁ ଭୋଟରମାନଙ୍କୁ ଅନୁରୋଧ କରୁଛି ଯେ ଭାରତ ଗଠନରେ ସହଯୋଗ କରନ୍ତୁ।
Follow Us