କର୍ଣ୍ଣାଟକରେ ସିଦ୍ଧରମିୟା ହେବେ ନୂତନ ମୁଖ୍ୟମନ୍ତ୍ରୀ!, ଜେଡିଏସ ବିଧାୟକ କହିଲେ- ଆମକୁ ଅସୁବିଧା ନାହିଁ

ଭାରତ-ଚୀନ୍ ବନ୍ଧୁତ୍ବ କାର୍ଯ୍ୟକ୍ରମରେ ନିଜର ନାମ ଦେଖି ସିଦ୍ଦରମେୟାଙ୍କ ବିସ୍ମୟ

Kerala Kaumudi

ବେଙ୍ଗାଲୁରୁ: କର୍ଣ୍ଣାଟକରେ ୧୩ ମାସର ପୁରୁଣା କଂଗ୍ରେସ-ଜନତା ଦଳ (ଏସ୍‌)ର ମେଣ୍ଟ ସରକାରକୁ ବଂଚାଇବା ପାଇଁ ଉଦ୍ୟମ ଚାଲିଛି। ପାର୍ଟିର ଜଣେ ପଦାଧିକାରୀ ରବିବାର କହିଛନ୍ତି, ଇସ୍ତଫା ଦେଇଥିବା କଂଗ୍ରେସ ଓ ଜେଡିଏସ ବିଧାୟକଙ୍କ ଇସ୍ତଫା ଫେରାଇ ନେବାକୁ ଉଦ୍ୟମ କରାଯାଉଛି। କଂଗ୍ରେସ ସରକାର ବଂଚାଇବାକୁ ଚାହୁଁଛି।

ଅନ୍ୟପକ୍ଷରେ ଜେଡିଏସର ଜଣେ ବରିଷ୍ଠ ବିଧାୟକ ଜିଟି ଦେବେଗୌଡ଼ାଙ୍କୁ କର୍ଣ୍ଣାଟକରେ ସିଦ୍ଧରମେୟାର ନୂଚନ ମୁଖ୍ୟମନ୍ତ୍ରୀ ହେବେ କି ବୋଲି ପଚରାଯିବାରୁ ସେ କହିଛନ୍ତି, ଯଦି ସଂଯୋଜକ କମିଟି ଏହା ନିର୍ଦ୍ଧାରଣ କରିଛି, ତା’ହେଲେ ଆମକୁ କୌଣସି ଅସୁବିଧା ନାହିଁ। କଂଗ୍ରେସ ସରକାର ବଂଚିବାକୁ ଉଦ୍ୟମ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe