ବିଜେପିରେ ଯୋଗଦେବେ ପଦ୍ମଲୋଚନ

Advertisment
ବିଜେପିରେ ଯୋଗଦେବେ ପଦ୍ମଲୋଚନ

ସିମୁଳିଆ : ବରିଷ୍ଠ କଂଗ୍ରେସ ନେତା ପଦ୍ମଲୋଚନ ପଣ୍ଡା ନିଜ ସମର୍ଥକଙ୍କ ସହ ବିଜେପିରେ ଯୋଗଦେବେ। ଏ ନେଇ ଆଜି ସେ ଖୋଲାଖୋଲି ଘୋଷଣା କରିଛନ୍ତି।

ଶ୍ରୀ ପଣ୍ଡା ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ଭାବେ କାର୍ଯ୍ୟ କରିଥିଲେ। କଂଗ୍ରେସରେ ରହି ସିମୁଳିଆ ବିଧାନସଭା ଆସନରୁ ୩ ଥର ବିଧାୟକ ହୋଇଥିଲେ। ମନ୍ତ୍ରୀ ମଧ୍ୟ ହୋଇଥିଲେ। ଶେଷରେ, ସେ କଂଗ୍ରେସ ଦଳ ତ୍ୟାଗକରି ଆସନ୍ତା ୧୧ ତାରିଖ ଦିନ ବିଜେପିରେ ଯୋଗ ଦେଉଛନ୍ତି। ଏଥିପାଇଁ ଖଇରା ବ୍ଲକ୍‌ ପତିରାଜପୁରଠାରେ ମିଶ୍ରଣପର୍ବର ଆୟୋଜନ କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe