ମେଦିନପୁରରେ ମୋଦୀଙ୍କ ର‍୍ୟାଲି ୧୬ରେ

Advertisment
ମେଦିନପୁରରେ ମୋଦୀଙ୍କ ର‍୍ୟାଲି ୧୬ରେ

କୋଲକାତା : ଆସନ୍ତା ୧୬ ତାରିଖରେ ପଶ୍ଚିମବଙ୍ଗର ପଶ୍ଚିମ ମେଦିନପୁର ଜିଲ୍ଲାରେ ବିଜେପିର ଏକ ମହା ର‍୍ୟାଲି ଅନୁଷ୍ଠିତ ହେବାକୁ ଯାଉଛି। ଖରିଫ ଅମଳର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ବୃଦ୍ଧି ନିଷ୍ପତ୍ତି ପ୍ରସଙ୍ଗରେ ହେବାକୁ ଥିବା ଏହି ସଭାରେ ପ୍ରଧାନମନ୍ତ୍ରୀ ନରନ୍ଦ୍ରେ ମୋଦୀ ଜନତାଙ୍କୁ ଉଦ୍‌ବୋଧନ ଦେବେ। ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଶେହନଓ୍ଵାଜ ହୁସେନ୍‌ ଶନିବାର ଏହି ସୂଚନା ଦେଇଛନ୍ତି। ପଶ୍ଚିମବଙ୍ଗ ବିଜେପି ସଭାପତି ଦିଲୀପ ଘୋଷ କହିଛନ୍ତି, ଚାଷୀଙ୍କ ଉତ୍ପାଦନ ଖର୍ଚ୍ଚର ପ୍ରାୟ ଦେଢ଼ଗୁଣ ଏମ୍‌ଏସ୍‌ପି ସରକାର ବଢ଼ାଇଥିବାରୁ ରାଜ୍ୟ ବିଜେପି ପ୍ରଧାନମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା କରିବାକୁ ଚାହୁଁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe