ଇଣ୍ଡିଆ ଟୁଡେ ଏମପି ରିପୋର୍ଟ କାର୍ଡ : ଜାଣନ୍ତୁ ତାଲିକାର କେଉଁ ସ୍ଥାନରେ ଅଛନ୍ତି ଓଡ଼ିଶାର ଲୋକସଭା ସାଂସଦ

Advertisment
ଇଣ୍ଡିଆ ଟୁଡେ ଏମପି ରିପୋର୍ଟ କାର୍ଡ : ଜାଣନ୍ତୁ ତାଲିକାର କେଉଁ ସ୍ଥାନରେ ଅଛନ୍ତି ଓଡ଼ିଶାର ଲୋକସଭା ସାଂସଦ

ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ ପକ୍ଷରୁ ପ୍ରସ୍ତୁତ ଲୋକସଭା ସାଂସଦମାନଙ୍କର ଏକ ରିପୋର୍ଟ କାର୍ଡ ପ୍ରସ୍ତୁତ କରାଯାଇଛି। ସାଂସଦଙ୍କର ଗୃହରେ ଉପସ୍ଥିତି, ସାଂସଦ ପାଣ୍ଠିର ବିନିଯୋଗ ଏବଂ ସଂସଦୀୟ କାର୍ଯ୍ୟରେ ସକ୍ରିୟତାକୁ ଭିତ୍ତି କରି ଏହା ପ୍ରସ୍ତୁତ ହୋଇଛି। ଆସନ୍ତୁ ଜାଣିବା ଏହି ରିପୋର୍ଟ କାର୍ଡରେ ଓଡ଼ିଶାର କେଉଁ ସାଂସଦଙ୍କୁ ମିଳିଛି କେଉଁ ଗ୍ରେଡ୍‌ ଓ ସେମାନେ ଲୋକସଭା ସାଂସଦଙ୍କ ତାଲିକାରେ କେତେ ନମ୍ବର ସ୍ଥାନରେ ଅଛନ୍ତି।
ଇଣ୍ଡିଆ ଟୁଡେ ଏମପି ରିପୋର୍ଟ କାର୍ଡରେ ମୋଟ୍‌ ୫୪୩ ଜଣ ଲୋକସଭା ସାଂସଦଙ୍କ ମଧ୍ୟରୁ ୪୧୬ ଜଣଙ୍କ ରିପୋର୍ଟ କାର୍ଡ ପ୍ରସ୍ତୁତ ହୋଇଛି। ଓଡ଼ିଶାର ଲୋକସଭା ସଦସ୍ୟମାନଙ୍କ ମଧ୍ୟରୁ କେବଳ କଟକ ସାଂସଦ ଭର୍ତ୍ତୃହରି ମହତାବ ଓ ବାଲେଶ୍ୱର ସାଂସଦ ରବୀନ୍ଦ୍ର କୁମାର ଜେନାଙ୍କୁ ଏ ପ୍ଲସ ଗ୍ରେଡ୍‌ ମିଳିଛି।

publive-image

publive-image

publive-image

publive-image

publive-image

publive-image

publive-image

publive-image

publive-image

publive-image

publive-image

publive-image

publive-image

publive-image

publive-image

publive-image

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe