ବିଜେପୁର ଉପ ନିର୍ବାଚନରେ ବିଜେଡି ପ୍ରାର୍ଥୀ ହେବେ ରୀତା ସାହୁ- ନବୀନ ପଟ୍ଟନାୟକ

Advertisment
ରୀତା ସାହୁଙ୍କ ମିଥ୍ୟା ସତ୍ୟପାଠ!

ଭୁବନେଶ୍ୱର: ଆଗାମୀ ବିଜେପୁର ବିଧାନସଭା ଉପନିର୍ବାଚନରେ ନିକଟରେ କଂଗ୍ରେସ ଦଳର ହାତ ଝାଡ଼ି ବିଜେଡିରେ ସାମିଲ ହୋଇଥିବା ଦିବଙ୍ଗତ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁ ବିଜେଡି ପ୍ରାର୍ଥୀ ହେବେ ବୋଲି ଆଜି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଶ୍ରୀମତୀ ସାହୁଙ୍କୁ ନେଇ ବିଜେପୁର ରାଜନୀତି ସରଗରମ ଥିବା ବେଳେ ବିଜେଡିରେ ଦଳ ଭିତରେ ଲାଗି ରହିଥିବା ଛକ୍‌କା ପଞ୍ଝା ଓ ଦ୍ୱନ୍ଦ୍ୱକୁ ଦୂର କରିବା ପାଇର୍ ଆଜି ବିଜେଡି ସଭାପତି ଶ୍ରୀ ପଟ୍ଟନାୟକଙ୍କୁ ଏହା ଘୋଷଣା କରିବାକୁ ପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe