ସରକାର ଗଠନ କୌଶଳ ପାୱାରଙ୍କଠାରୁ ଶିଖିଲୁ: ଉଦ୍ଧବ

Advertisment
ଗଣତନ୍ତ୍ରର ହତ୍ୟା : ‘ଶିବସେନା’କୁ ହରାଇବା ପରେ ଉଦ୍ଧବଙ୍କ ପ୍ରତିକ୍ରିୟା

dnaindia.com

ପୁନେ : ମହାରାଷ୍ଟ୍ର ବିଧାନସଭାରେ ବିଜେପି ସବୁଠାରୁ ବଡ଼ ଦଳ ଥିଲା ବୋଲି ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ ଦେଇଥିବା ଟିପ୍ପଣୀକୁ ସମାଲୋଚନା କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ। କମ୍‌ ବିଧାୟକ ଥାଇ କିଭଳି ସରକାର ଗଢ଼ିବାକୁ ହେବ ତାହା ଆମକୁ ଶରଦ ପାୱାର ଶିଖାଇଛନ୍ତି ବୋଲି ଠାକ୍‌ରେ କହିଛନ୍ତି। ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ଉଦ୍ଧବ ଠାକ୍‌ରେ ଏହା କହିଛନ୍ତି। ଏନ୍‌ସିପି ସୁପ୍ରିମୋ ଶରଦ ପାୱାର ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଠାକ୍‌‌ରେ ମଧ୍ୟ ମହାରାଷ୍ଟ୍ରରେ ସମ୍ପୂର୍ଣ୍ଣ କୃଷିଋଣ ଛାଡ଼ ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe