ରାଜ୍ୟ କଂଗ୍ରେସ ସୋସିଆଲ୍‌ ମିଡିଆ କମିଟି ପାଇଁ ୧୧ଜଣିଆ କମିଟି

Advertisment
ରାଜ୍ୟ କଂଗ୍ରେସ ସୋସିଆଲ୍‌ ମିଡିଆ କମିଟି ପାଇଁ ୧୧ଜଣିଆ କମିଟି

ଭୁବନେଶ୍ୱର : ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଅନ୍ତର୍ଗତ ସୋସିଆଲ୍‌ ମିଡିଆ ଓ ଡିଜିଟାଲ୍‌ କମ୍ୟୁନିକେସନ୍ସର ୧୧ଜଣିଆ ରାଜ୍ୟ କମିଟି ଗଠିତ ହୋଇଛି। ଏଥିରେ ଅଭିଷେକ ମହାନନ୍ଦ ରାଜ୍ୟ ସଂଯୋଜକ ଥିବା ବେଳେ ଇଂ ସପ୍ତଗିରି ଉଲାକା ଆବାହକ ରହିଛନ୍ତି। ଏମାନଙ୍କ ବ୍ୟତୀତ ସମ୍‌ସିଦା ତାୟବ, ସମ୍ବିତ ଶ୍ରୀଚନ୍ଦନ, ଡ. ସ୍ମୃତିରଂଜନ ଲେଙ୍କା, ଇଂ ଅଭିଷେକ ରଥ, ସରୋଜ ସାହୁ, କମଲ୍‌ ତାଣ୍ଡି, ପିତବାସ ପଣ୍ଡା, ଅଭିଳାଷ ପତି, ପଲ୍ଲୀ ସରକାର ସଦସ୍ୟ ରହିଛନ୍ତି। ଏହି କମିଟିକୁ ଜାତୀୟ କମିଟି ଅନୁମୋଦନ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe