କେନ୍ଦ୍ରାପଡା : ରାଜନୀତିରେ ରହିବେ କିନ୍ତୁ ନିର୍ବାଚନ ଲଢିବେ ନାହିଁ। ଆଜି କେନ୍ଦ୍ରାପଡ଼ା ଗରାପୁର ଡାକ ବଙ୍ଗଳାରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ପୁଣି ଥରେ ଏଭଳି ସ୍ପଷ୍ଟ କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା। ଶ୍ରୀ ଜେନା ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସମସ୍ୟା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଦାୟୀ କରିଥିଲେ। କେବଳ କେନ୍ଦ୍ରାପଡ଼ା ନୁହଁ ସାରା ରାଜ୍ୟରେ ବିଭିନ୍ନ ପ୍ରକଳ୍ପ ବିଳମ୍ବିତ ହେବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦାୟୀ।
ଶ୍ରୀକାନ୍ତ ଆଉ ନିର୍ବାଚନ ଲଢ଼ିବେନି
Advertisment
Follow Us