ଚମକ ହରାଇଲେଣି ଚିରସ୍ରୋତା ନଦୀ

Advertisment

ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳରୁ ବାହାରି ଝାଡ଼ଖଣ୍ଡର ଟାଟାନଗର ଯାଏ ପ୍ରବାହିତ ଖଡ଼ଖାଇ ନଦୀ ଜଳକୁ ବ୍ୟବହାର କରି ୧୯୦୭ ମସିହାରେ ପ୍ରତିଷ୍ଠା ହୋଇଥିଲା ଟାଟା କମ୍ପାନି।  ତତ୍‌କାଳୀନ ଭୂତତ୍ତ୍ବବିତ୍‌ମାନେ କହିଥିଲେ, ଶିମିଳିପାଳ ଭୂଖଣ୍ଡ ଅନନ୍ୟ।

ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳରୁ ବାହାରି ଝାଡ଼ଖଣ୍ଡର ଟାଟାନଗର ଯାଏ ପ୍ରବାହିତ ଖଡ଼ଖାଇ ନଦୀ ଜଳକୁ ବ୍ୟବହାର କରି ୧୯୦୭ ମସିହାରେ ପ୍ରତିଷ୍ଠା ହୋଇଥିଲା ଟାଟା କମ୍ପାନି।  ତତ୍‌କାଳୀନ ଭୂତତ୍ତ୍ବବିତ୍‌ମାନେ କହିଥିଲେ, ଶିମିଳିପାଳ ଭୂଖଣ୍ଡ ଅନନ୍ୟ।

river1

ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳରୁ ବାହାରି ଝାଡ଼ଖଣ୍ଡର ଟାଟାନଗର ଯାଏ ପ୍ରବାହିତ ଖଡ଼ଖାଇ ନଦୀ ଜଳକୁ ବ୍ୟବହାର କରି ୧୯୦୭ ମସିହାରେ ପ୍ରତିଷ୍ଠା ହୋଇଥିଲା ଟାଟା କମ୍ପାନି।  ତତ୍‌କାଳୀନ ଭୂତତ୍ତ୍ବବିତ୍‌ମାନେ କହିଥିଲେ, ଶିମିଳିପାଳ ଭୂଖଣ୍ଡ ଅନନ୍ୟ। ଏଠାରୁ ବାହାରି ଥିବା ନଦୀଗୁଡ଼ିକ କେବେ ଶୁଖିବେ ନାହିଁ। ହେଲେ ଦୁର୍ଭାଗ୍ୟ; ଖଡ଼ଖାଇ ନଦୀ ସହ ବୁଢ଼ାବଳଙ୍ଗ, ଖଇରୀ, ଭଣ୍ଡନ, ସାଳନ୍ଦୀ, ପୂର୍ବ ଦେଓ, ପଶ୍ଚିମ ଦେଓ, ସlଞ୍ଜ ଓ ପଳପଳା ଆଦି ନଦୀଗୁଡ଼ିକ ଏବେ ଦୟନୀୟ ସ୍ଥିତିକୁ ଚାଲିଆସିଲେଣି। ସେଗୁଡ଼ିକର ପୁନରୁଦ୍ଧାର ପାଇଁ କିଛି ପଦକ୍ଷେପ ନିଆଯାଉନି। ଗବେଷକ ଡ. ଲାଲା ଏକେ ସିଂହଙ୍କ ମତରେ ଶିମିଳିପାଳର ବୈଶିଷ୍ଟ୍ୟ ହେଉଛି; ଏହାର ପର୍ବତଗୁଡ଼ିକ ଗୋଟିଏ ଗୋଲାକାର ଉପରେ ଆଉ ଗୋଟିଏ ଗୋଲାକାର ସ୍ଥାପନ କଲାପରି। ଯାହାଦ୍ବାରା ସେଗୁଡ଼ିକର ଜଳଧାରଣ କ୍ଷମତା ବେଶୀ। ତେଣୁ ଉକ୍ତ ପର୍ବତଗୁଡ଼ିକରୁ ବାହାରି ଥିବା ନଦୀଗୁଡ଼ିକ ପ୍ରାୟ ଚିରସ୍ରୋତା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe