୧୦୮ବର୍ଷ ବୟସର ବୃଦ୍ଧ ରାସ୍ତାପାର୍ଶ୍ବରେ ଠେଲା ଲଗାଦଇ ପରିବା ବିକ୍ରି କରୁଛନ୍ତି

Advertisment

ପଞ୍ଜାବର ମୋଗା ସହରରେ ଜଣେ ୧୦୮ର ବୃଦ୍ଧ ରାସ୍ତାପାର୍ଶ୍ବରେ ଠେଲା ଲଗାଇ ପରିବା ବିକ୍ରି କରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓ ଦେଖି ଲୋକେ ହେଉଛନ୍ତି ଭାବୁକ।

ପଞ୍ଜାବର ମୋଗା ସହରରେ ଜଣେ ୧୦୮ର ବୃଦ୍ଧ ରାସ୍ତାପାର୍ଶ୍ବରେ ଠେଲା ଲଗାଇ ପରିବା ବିକ୍ରି କରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓ ଦେଖି ଲୋକେ ହେଉଛନ୍ତି ଭାବୁକ।

ନଦିସନ

ନୂଆଦିଲ୍ଲୀ: ପଞ୍ଜାବର ମୋଗା ସହରରେ ଜଣେ ୧୦୮ର ବୃଦ୍ଧ ରାସ୍ତାପାର୍ଶ୍ବରେ ଠେଲା ଲଗାଇ ପରିବା ବିକ୍ରି କରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ଏହି ଭିଡିଓ ‌ଦେଖିବା ପରେ ଅନେକ ଲୋକେ ଏଭଳି ପରିଣତ ବୟସରେ ବୃଦ୍ଧଙ୍କୁ ପରିବା ବିକ୍ରି କରିବାର ଦେଖି ଭାବୁକ ହୋଇଛନ୍ତି। କେହି କେହି ପ୍ରତିକ୍ରିୟା ଦେଇ କହିଛନ୍ତି, ‘ବୃଦ୍ଧ ଜଣଙ୍କୁ ୧୦୮ ବର୍ଷ ବୟସ ହେବ। ଏଭଳି ପରିଣତ ବୟସରେ ତାଙ୍କର ଏମିତି କ’ଣ ପରିସ୍ଥିତି ପଡ଼ିଛି ଯେ ରାସ୍ତାପାର୍ଶ୍ବ‌ରେ  ଠେଲା ଲଗାଇ ବୃଦ୍ଧଙ୍କୁ ପରିବା ବିକ୍ରି କରିବାକୁ ପଡ଼ୁଛି।

ଉକ୍ତ ବୃଦ୍ଧଙ୍କୁ ସଲାମ। ଆମେ ସାମନ୍ୟ କିଛି କାମ କରି ଦେଲେ ଥକି ପଡ଼ୁଛୁ। କିନ୍ତୁ ଏହି ବୃଦ୍ଧଙ୍କୁ ୧୦୦ରୁ ଅଧିକ ବର୍ଷ ହୋଇଥିବା ବେଳେ ସେ ଖୁବ ସାଧାରଣ ଭାବେ ରାସ୍ତାପାର୍ଶ୍ବରେ ବସି ପରିବା ବିକ୍ରି କରି ଦୁଇ ପଇସା ରୋଜଗାର କରି ପାରୁଛନ୍ତି। କାହା ଉପରେ ବୋଝ ହୋଇ ରହି ନାହାନ୍ତି। ନିଜର ଖର୍ଚ୍ଚ ନିଜେ ତୁଳାଇ ପାରୁଛନ୍ତି। ବୃଦ୍ଧଙ୍କ ଏହି ଭିଡିଓ ଅନେକଙ୍କ ପାଇଁ ପ୍ରେରଣା ପାଲଟିବ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe