୧୧ କୋଟି ଟଙ୍କାର କ୍ରିସ୍‌ମସ୍‌ ଟ୍ରି!

Advertisment
୧୧ କୋଟି ଟଙ୍କାର କ୍ରିସ୍‌ମସ୍‌ ଟ୍ରି!

Forbes

କ୍ରିସ୍‌ମସ୍‌ ଉପଲକ୍ଷେ ସ୍ପେନ୍‌ର ଏକ ବଡ଼ ଭୋଜନାଳୟରେ ସ୍ଥାପନ କରାଯାଇଛି ବିଶ୍ବର ସବୁଠାରୁ ମହଙ୍ଗା ‘କ୍ରିସ୍‌ମସ୍‌ ଟ୍ରି’। ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ପ୍ରାୟ ଏଗାର କୋଟି ଟଙ୍କା। ଧଳା, କଳା, ଲାଲ ଓ ଗୋଲାପୀ ର˚ଗର ହୀରା ସଙ୍ଗକୁ ଏମୁ ଏବ˚ ଓଟ ପକ୍ଷୀର ଅଣ୍ତାରେ ଏହି ‘କ୍ରିସ୍‌ମସ୍‌ ଟ୍ରି’ ସୁସଜ୍ଜିତ, ଯାହା ଏହାର ପ୍ରମୁଖ ବିଶେଷତ୍ବ। ତା’ ସହ ବିଶ୍ବର ନାମୀ-ଦାମୀ ଫେସନ୍‌ ହାଉସ୍‌ରୁ ସ˚ଗୃହୀତ ଅନ୍ୟାନ୍ୟ ସାମଗ୍ରୀ ମଧୢ ଏଥିରେ ଖଞ୍ଜାଯାଇଛି। ଏହି ‘କ୍ରିସ୍‌ମସ୍‌ ଟ୍ରି’ ବହୁ ସଂଖ୍ୟକ ଗ୍ରାହକ ଓ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe