୨୦୧୫ରେ ଗୁଗଲ୍ରେ ସବୁଠୁ ଅଧିକ ଖୋଜା ଯାଇଥିବା ଭାରତୀୟଙ୍କ ତାଲିକାରେ ପ୍ରଥମରେ ଥିଲେ ସନ୍ନିି ଲିଓନ୍, ଦ୍ୱିତୀୟରେ ସଲ୍ମାନ୍ ଖାନ୍ ଓ ଶେଷରେ ଅର୍ଥାତ୍ ୧୦ମ ରେ ଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
କିନ୍ତୁ ୨୦୧୬ରେ ମୋଦି ଆଉ ନାହାନ୍ତି ‘ଟପ୍ ୧୦ ଗୁଗଲ୍ ସର୍ଚ୍ଚ’ରେ। ୨୦୧୬ରେ ଥିବା ନେତା, ଅଭିନେତା ଓ ଅନ୍ୟାନ୍ୟ ଲୋକଙ୍କ ମଧ୍ୟରୁ ପ୍ରଥମରେ ଅଛନ୍ତି ଡୋନାଲ୍ଡ ଟ୍ରମ୍ପ୍। ଦେଖନ୍ତୁ ଟପ୍ ୧୦ ଗୁଗଲ୍ ସର୍ଚ୍ଚରେ କେଉଁମାନେ ଅଛନ୍ତି।
/sambad/media/post_attachments/wp-content/uploads/2017/10/Google-Top-10-Searches_2.jpg)
/sambad/media/post_attachments/wp-content/uploads/2017/10/Google-Top-10-Searches_6.jpg)
/sambad/media/post_attachments/wp-content/uploads/2017/10/Google-Top-10-Searches_5.jpg)
Follow Us