ବିଶେଷ କେଉଁ ସବୁ ଡକ୍ୟୁମେଣ୍ଟ୍କୁ ଆଧାର ସହ ଲିଙ୍କ୍ କରିବା ବାଧ୍ୟତାମୂଳକ, ବର୍ଷ ସାରା ଚର୍ଚ୍ଚାରେ ରହିଛି ଆଧାର ଲିଙ୍କ୍, ଆପଣ କରିଛନ୍ତି ତ? Advertisment December 28, 2017, 02:04 PM IST 28 Dec 2017 14:04 IST Sambad Digital Follow Us ବ୍ୟଙ୍କ୍ ଆକାଉଣ୍ଟ୍ ଓ ଆଧାର ଲିଙ୍କ୍ ଯଦି ଆପଣଙ୍କ କୌଣସି ବ୍ୟାଙ୍କ୍ରେ ଆକାଉଣ୍ଟ୍ ଅଛି, ତା’ହେଲେ ତାକୁ ଆଧାର ସହ ଲିଙ୍କ୍ କରିବା ବାଧ୍ୟତାମୂଳକ ଅଟେ। ଏହାକୁ ଲିଙ୍କ୍ କରିବାର ଶେଷ ତାରିଖ ହେଉଛି, ୩୧ ମାର୍ଚ୍ଚ ୨୦୧୮। ଯଦି ଆପଣ ଆଧାର ଲିଙ୍କ୍ କରୁ ନାହାନ୍ତି ଆକାଉଣ୍ଟ୍ ସହ ତା’ହେଲେ ତାହା ବନ୍ଦ ହୋଇଯିବ। ଏହା ଲିଙ୍କ୍ କରିବା ଦ୍ୱାରା ସରକାରଙ୍କ େଓ୍ଵଲ୍ଫେୟର୍ ସ୍କିମ୍ସ୍ ଯେମିତିକି ପେନସନ୍, ସ୍କଲର୍ସିପ୍ ଆଦିର ଟଙ୍କା ସିଧା ଆପଣଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍କୁ ଆସିଯିବ।