ସର୍ବଦା ଚେହେରାରେ ହସ ଓ ମସ୍ତିଷ୍କକୁ ଶାନ୍ତ ରଖିବା ପାଇଁ ଏହି ସବୁ ଖାଦ୍ୟ ଖାଆନ୍ତୁ

Advertisment

ଏହି ୧୦ଟି ଜିନିଷ ଆପଣଙ୍କ ମନରେ ଆଣିବ ଫୂର୍ତ୍ତି

ଏହି ୧୦ଟି ଜିନିଷ ଆପଣଙ୍କ ମନରେ ଆଣିବ ଫୂର୍ତ୍ତି

ସର୍ବଦା ଚେହେରାରେ ହସ ଓ ମସ୍ତିଷ୍କକୁ ଶାନ୍ତ ରଖିବା ପାଇଁ ଏହି ସବୁ ଖାଦ୍ୟ ଖାଆନ୍ତୁ

publive-imageଆୟୁର୍ବେଦରେ କୁହାଯାଇଛି କି ଯେମିତି ଖାଦ୍ୟ ଆପଣ ଖାଇବେ ସେମିତି ହେବ ଆପଣଙ୍କ ମନ। ଏହି କଥା ଆଧୁନିକ ବିଜ୍ଞାନରେ ମଧ୍ୟ ପ୍ରମାଣିତ। ଫୁଡ୍‌ ଓ ନ୍ୟୁଟ୍ରିସନ୍‌ ଏକ୍ସ୍‍ପର୍ଟ୍‌ଙ୍କ କହିବାନୁସାରେ ଖାଦ୍ୟ ଆମର ମନକୁ ପରିଚାଳନା କରିବାରେ ଗୁରୁତ୍ୱପୂର୍ଣ୍ଣ ଭୁମିକା ଗ୍ରହଣ କରିଥାଏ। ଏମିତି ବହୁ ଖାଦ୍ୟ ଅଛି, ଯେଉଁଥିରେ ଆଣ୍ଟି ଅକ୍‌ସିଡେଣ୍ଟ୍‌ସ୍‌ ଓ ଭିଟାମିନ୍‌ ସିର ମାତ୍ରା ଅଧିକି, ଯାହାକୁ ପ୍ରତିଦିନ ଖାଇଲେ ମନ ଖୁସି ଓ ସୁସ୍ଥ ରହିବା ସହ ଚେହେରାରେ ହସ ଲାଗି ରହିଥାଏ। ଜାଣନ୍ତୁ ଏମିତି କିଛି ଖାଦ୍ୟ ବିଷୟରେ ଯାହାଦ୍ୱାରା ଆପଣଙ୍କ ମନ ସର୍ବଦା ଖୁସି ରହିବ ଓ ମୁହଁରୁ ଲିଭିବନି ହସ।

publive-image publive-image publive-image publive-image publive-image publive-image

publive-image

publive-image publive-image publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe