ଏଟିଏମ୍‌ କାର୍ଡ଼ଧାରୀଙ୍କର ହୋଇଥାଏ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା, ପାଇବା ପାଇଁ ଏପରି ଆବେଦନ କରନ୍ତୁ

Advertisment
ଏଟିଏମ୍‌ କାର୍ଡ଼ଧାରୀଙ୍କର ହୋଇଥାଏ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା, ପାଇବା ପାଇଁ ଏପରି ଆବେଦନ କରନ୍ତୁ

ଏଟିଏମ୍‌ କାର୍ଡ଼ଧାରୀଙ୍କର ବୀମା କରିଥାଏ ସମ୍ପୃକ୍ତ ବ୍ୟାଙ୍କ। ମାତ୍ର ଏ ସମ୍ପର୍କରେ ଏଟିଏମ କାର୍ଡଧାରୀଙ୍କ ପାଖରେ ସୂଚନା ହିିଁ ନ ଥାଏ। ବ୍ୟାଙ୍କ୍‌ ତରଫରୁ ଏ ସଂପର୍କରେ କୌଣସି ସୂଚନା ମଧ୍ୟ ଦିଆଯାଇ ନ ଥାଏ। ତେବେ ଆଜି ଆମେ ଆପଣଙ୍କୁ ଏଟିଏମ୍‌ କାର୍ଡ଼ ସଂପର୍କରେ ରହିଥିବା ଏପରି କିଛି ରୋଚକ ତଥ୍ୟ ଦେବୁ, ଯାହା ଆପଣଙ୍କ ପାଇଁ ବେଶ ସହାୟକ ହୋଇ ପାରିବ।

publive-image

ଯଦି କୌଣସି ଏଟିଏମ୍‌ କାର୍ଡଧାରୀଙ୍କ ମୃତ୍ୟୁ ହୋଇଯାଏ, ତେବେ ତାଙ୍କ ପରିଜନଙ୍କୁ ୨ରୁ ୫ ମାସ ମଧ୍ୟରେ ଉକ୍ତ ବ୍ୟାଙ୍କ୍‌ର ସେହି ବ୍ରାଞ୍ଚ୍‌କୁ ଯିବାକୁ ପଡ଼ିବ, ଯେଉଁଠି ମୃତ ବ୍ୟକ୍ତିଙ୍କର ବ୍ୟାଙ୍କ୍‌ ଆକାଉଣ୍ଟ ରହିଛି। ସେହି ବ୍ୟାଙ୍କ୍‌ରେ କ୍ଷତିପୂରଣ ପାଇଁ ଆବେଦନ କରିବାକୁ ପଡ଼ିବ। ମୃତ ବ୍ୟକ୍ତି ଜଣକ ୬୦ ଦିନ ଭିତରେ ତାଙ୍କ ଆକାଉଣ୍ଟରେ କୌଣସି ନେଣଦେଣ କରିଥାନ୍ତି, ତେବେ ସେ ଏହି ବୀମା ରାଶୀ ପାଇବାକୁ ହକ୍‌ଦାର। ଏହି ବୀମା ଯୋଜନାରେ ବିକଳାଙ୍ଗ ହେବାଠୁ ଆରମ୍ଭ କରି ମୃତ୍ୟୁବରଣ କରିବା ପର୍ଯ୍ୟନ୍ତ ଅଲଗାଅଲଗା କ୍ଷତିପୂରଣ ପାଇଁ ବୀମା ରାଶି ରହିଛି। ଆପଣ ବ୍ୟାଙ୍କ୍‌କୁ ଯାଇ ଜାଣିପାରିବେ କି ଆପଣଙ୍କ କାର୍ଡ଼ରେ କେତେ ଟଙ୍କାର ବୀମା ହୋଇଛି।

publive-image publive-image publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe