କେବେବି ସ୍ଲୋ କିମ୍ବା ହ୍ୟାଙ୍ଗ୍‌ ହେବନି ଆପଣଙ୍କ ସ୍ମାର୍ଟ୍‌ଫୋନ୍‌, କେବଳ ଏହି ୪ଟି ଜିନିଷ ବନ୍ଦ କରି ଦିଅନ୍ତୁ

Advertisment
କେବେବି ସ୍ଲୋ କିମ୍ବା ହ୍ୟାଙ୍ଗ୍‌ ହେବନି ଆପଣଙ୍କ ସ୍ମାର୍ଟ୍‌ଫୋନ୍‌, କେବଳ ଏହି ୪ଟି ଜିନିଷ ବନ୍ଦ କରି ଦିଅନ୍ତୁ

ଯଦି ଆପଣ ଆଣ୍ଡ୍ରଏଡ୍‌ ଫୋନ୍‌ ବ୍ୟବହାର କରୁଛନ୍ତି, ତା’ହେଲେ ଅନୁଭବ କରୁଥିବେ କି ଫୋନ୍‌ କିଣିବାର କିଛି ମାସ ପରେ ଏହା ଟିକେ ସ୍ଲୋ ହୋଇଯାଉଛି। ଫୋନ୍‌କୁ ପୁଣି ସ୍ପିଡ୍‌ କରିବା କେବଳ ଏହି ୪ଟି ଜିନିଷ କରନ୍ତୁ....

publive-image

publive-image

ଫୋନ୍‌କୁ ଅପ୍‌ଡେଟ୍‌ କରନ୍ତୁ: ଫୋନ୍‌ରେ କୌଣସି ଅପ୍‌ଡେଟ୍‌ ଯଦି ପେଣ୍ଡିଙ୍ଗ୍‌ ଅଛି ତା’କୁ ପ୍ରଥମେ କରନ୍ତୁ। ସେଟିଙ୍ଗ୍‌କୁ ଯାଇ ସଫ୍ଟଓ୍ଵାର୍‌ ଅପ୍‌ଡେଟ୍‌ ମାଧ୍ୟମରୁ ଫୋନ୍‌କୁ ଅପ୍‌ଡେଟ୍‌ କରି ପାରିବେ।

publive-image

ଲାଇଭ୍‌ ଓ୍ଵାଲ୍‌ପେପର୍‌ ବନ୍ଦ କରନ୍ତୁ: ଓ୍ଵାଲ୍‌ପେପର୍‌ ଫୋନ୍‌ରେ ଅଧବକ ସ୍ପେସ୍‌ ନେଇଥାଏ, ଏଥିପାଇଁ ଡିଭାଇସ୍‌ ସ୍ଲୋ ହୋଇଯାଏ। ଲାଇଭ୍‌ ଓ୍ଵାଲ୍‌ପେପର୍‌କୁ ହଟାଇ ଇମେଜ୍‌ ରଖନ୍ତୁ।

publive-image

ଜଙ୍କ୍‌ ଫାଇଲ୍ସ୍‌କୁ ଡିଲିଟ୍‌ କରନ୍ତୁ: ଫୋନ୍‌ର ଜଙ୍କ୍‌ ଫାଇଲ୍‌ ଓ କେଚେ ଫାଇଲ୍ସ୍‌କୁ ସମୟ-ସମୟରେ ଡିଲିଟ୍‌ କରୁଥାନ୍ତୁ। କିଛି ଆପ୍ସ୍‍ ଦ୍ୱାରା ମଧ୍ୟ ଏହି କାର୍ଯ୍ୟ କରିହେବ।

publive-image

ଡୁପ୍ଲିକେଟ୍‌ କଣ୍ଟେକ୍ଟ୍‌ସ୍‌କୁ ଡିଲିଟ୍‌ କରନ୍ତୁ: ଡିଭାଇସ୍‌ରେ ବହୁ ଡୁପ୍ଲିକେଟ୍‌ କଣ୍ଟେକ୍ଟ୍‌ସ୍‌ ଷ୍ଟୋର୍‌ ହୋଇଯାଇଥାଏ, ଏହାକୁ ଧ୍ୟାନ ସହକାରେ ଡିଲିଟ୍‌ କରୁଥାନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe