ମେଟ୍ରୋ ମଧ୍ୟରେ ଯୁବକ ଯୁବତୀ କଲେ ଏପରି କାମ, ବହୁଳ ମାତ୍ରାରେ ଭାଇରାଲ ହେଉଛି ଭଡିଓ

ମେଟ୍ରୋ ମଧ୍ୟରେ ଯୁବକ ଯୁବତୀ କଲେ ଏପରି କାମ, ବହୁଳ ମାତ୍ରାରେ ଭାଇରାଲ ହେଉଛି ଭଡିଓ

ଅପଣମାନେ ସୋସିଆଲ ମିଡିଆରେ କେତେ ଭିଡିଓ ଦେଖିଥିବେ, କିନ୍ତୁ ଏପରି ଭିଡିଓ ଆପଣ କେବେ ଦେଖିନଥିବେ । ମ୍ୟାରି କର୍‌ ନାମକ ଜଣେ ଲେଖିକା ଟୁଇଟରରେ ଏହି ଭିଡିଓଟିକୁ ପୋଷ୍ଟ କରିଛନ୍ତି । ଯାହା ଏବେ ବହୁଳ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଦୁଇ ଜଣ ଯୁବକ ଯୁବତୀ ମେଟ୍ରୋ ମଧ୍ୟରେ ଏପରି କାମ କରୁଥିଲେ, ଯିଦି ଆପଣ ଏହି ଭିଡିଓକୁ ଦେଖିବେ ଆଶ୍ଚର୍ଯ୍ୟ ହୋଇଯିବେ ।

ସାଧାରଣରେ ଲୋକ ଯେତେବେଳେ ମେଟ୍ରୋରେ ଯାତ୍ରା କରନ୍ତି ମୋବାଇଲରେ ଗେମ୍‌ ଖେଲୁଥିବା ଦେଖିବାକୁ ମିଳିଥାଏ । କିନ୍ତୁ ଏହି ଯୁବକ ଯୁବତୀ ଦୁଇଜଣଙ୍କୁ ମେଟ୍ରୋ ମଧ୍ୟରେ  ଟେବୁଲ ଟେନିସ୍‌ ଖେଳୁଥିବା ଦେଖିବାକୁ ମିଳିଛି । ଏହି ଭିଡିଓକୁ ଲୋକେ ଏତେ ମାତ୍ରାରେ ପସନ୍ଦ କରୁଛନ୍ତି ଯେ, ମାତ୍ର ଦୁଇ ଦିନରେ ପାଖାପାଖି ୫୦ ଲକ୍ଷ ଲୋକ ଦେଖି ସାରିଳେଣି । ଏହି ଭିଡିଓଟି ନ୍ୟୁୟର୍କର ବୋଲି ଅନୁମାନ କରାଯାଉଛି ।

https://twitter.com/marykarrlit/status/1145105744225873920

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe