ଅଣ୍ତାଠାରୁ ବଡ଼ ଅଙ୍ଗୁର

Advertisment
ଅଣ୍ତାଠାରୁ ବଡ଼ ଅଙ୍ଗୁର

Oddity Central

ଜାପାନୀମାନେ ଫଳ-ମୂଳ ଓ ପନି-ପରିବାକୁ ନେଇ ସର୍ବଦା ପରୀକ୍ଷା-ନିରୀକ୍ଷା କରୁଥିବା ଜଣାଯାଏ। ସେଠାରେ ବିରଳ ପ୍ରକାରର ଫଳ-ମୂଳ ଓ ପନି-ପରିବା ଉତ୍ପାଦିତ ହୁଏ। ଏବେ ଏକ ନୂଆ ପ୍ରକାରର ଅଙ୍ଗୁର ଜାପାନରେ ଫଳୁଛି। ଆକାରରେ ଏହା କୁକୁଡ଼ା ଅଣ୍ତାଠାରୁ ବଡ଼। ବ୍ୟାସ ଚାରି-ପାଞ୍ଚ ସେଣ୍ଟିମିଟର‌୍‌। ଏ ଭଳି ଅଙ୍ଗୁରର କିଲୋଗ୍ରାମ୍‌ ପ୍ରତି ମୂଲ୍ୟ ଭାରତୀୟ ମୁଦ୍ରାରେ ବାଇଶ ହଜାର ଟଙ୍କା। ଏହି ଅଙ୍ଗୁର ଜାପାନରୁ ଆମଦାନି ହୋଇ ଭିଏତନାମ, କୋରିଆ, ଚାଇନା ଆଦିରେ ବିକ୍ରି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe