ହିରୋ ଏକ୍ସଟ୍ରିମ୍‌ ୧୨୫ଆର୍‌

Advertisment

ବଜାରରେ ପ୍ରବେଶ କରିଛି ହିରୋ କମ୍ପାନିର ନୂଆ ବାଇକ୍‌ ଏକ୍ସଟ୍ରିମ୍‌ ୧୨୫ଆର୍‌। ଏହାର ପ୍ରାରମ୍ଭିକ ମୂଲ୍ୟ ରହିଛି ୯୮,୮୦୬ ଟଙ୍କା (ଏକ୍ସ ସୋ’ରୁମ୍‌)। ଏଥିରେ ୧୨୫ ସିସିର  ୪ ‌େଷ୍ଟ୍ରାକ୍‌ ଏୟାର୍‌କୁଲ୍‌ଡ ଇଞ୍ଜିନ୍‌ ରହିଥିବା ବେଳେ ୬୬ କିମି ପ୍ରତି ଲିଟର୍‌ ମାଇଲେଜ୍‌ ରହିଛି।

fshfsfh

ବଜାରରେ ପ୍ରବେଶ କରିଛି ହିରୋ କମ୍ପାନିର ନୂଆ ବାଇକ୍‌ ଏକ୍ସଟ୍ରିମ୍‌ ୧୨୫ଆର୍‌। ଏହାର ପ୍ରାରମ୍ଭିକ ମୂଲ୍ୟ ରହିଛି ୯୮,୮୦୬ ଟଙ୍କା (ଏକ୍ସ ସୋ’ରୁମ୍‌)। ଏଥିରେ ୧୨୫ ସିସିର  ୪ ‌େଷ୍ଟ୍ରାକ୍‌ ଏୟାର୍‌କୁଲ୍‌ଡ ଇଞ୍ଜିନ୍‌ ରହିଥିବା ବେଳେ ୬୬ କିମି ପ୍ରତି ଲିଟର୍‌ ମାଇଲେଜ୍‌ ରହିଛି। ଏହାର ତେଲ ଟାଙ୍କି ଧାରଣ କ୍ଷମତା ୧୦ ଲିଟର ଏବଂ ଓଜନ ହେଉଛି ୧୩୬ କେଜି। ଏଥିରେ ଏଲ୍‌ଇଡି ପ୍ରୋଜେକ୍ଟର୍‌ ହେଡ୍‌ଲ୍ୟାମ୍ପ୍‌ ଓ ଟେଲ୍‌ଲ୍ୟାମ୍ପ୍‌, ଷ୍ଟାଇଲିସ୍‌ ହ୍ବିଲ୍‌ କଭର୍‌, ସିଙ୍ଗଲ୍‌ ଚାନେଲ୍‌ ଏବିଏସ୍‌, ୨୭୬ ଏମ୍‌ଏମ୍‌ର ଫ୍ରଣ୍ଟ୍‌ ଡିସ୍କ୍‌ ବ୍ରେକ୍‌, ରିୟର୍‌ ଡ୍ରମ୍‌ ବ୍ରେକ୍‌ ଆଦି ବୈଶିଷ୍ଟ୍ୟ ରହିଛି ବୋଲି କମ୍ପାନି ପକ୍ଷରୁ କୁହାଯାଇଛି। ଏକ୍ସଟ୍ରିମ୍‌ ୧୨୫ଆର୍‌ ଫାୟାର୍‌ଷ୍ଟର୍ମ ରେଡ୍‌, କୋବାଲ୍‌ଟ ବ୍ଲୁ, ଷ୍ଟାଲିଅନ୍‌ ବ୍ଲାକ୍‌ ପରି ୩ଟି ରଙ୍ଗରେ ଉପଲବ୍ଧ।  ବଜାରରେ ଏହା ଟିଭିଏସ୍‌ ରାଇଡର୍‌ ୧୨୫ ଓ ବଜାଜ୍‌ ପଲ୍‌ସର୍‌ ଏନ୍‌ଏସ୍‌ ୧୨୫ ସହ ପ୍ରତିଦ୍ବନ୍ଦ୍ବିତା କରିବ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe