/sambad/media/post_attachments/wp-content/uploads/2018/01/WhatsApp_Hide-Name-Number_Infographics_2.jpg)
ଏହି କୌଶଳ ମାଧ୍ୟମରେ ଜାଣନ୍ତୁ, ଯାହା ସହ ଚାଟ୍ କରୁଛନ୍ତି ତାଙ୍କର ଫଟୋ ଓ ନାମକୁ କେମିତି ଲୁଚାଇବେ! ବେଳେବେଳେ ଆମେ ଚାଟିଂ କଲା ସମୟରେ ପାଖରେ ଥିବା ବ୍ୟକ୍ତି ନଜର ପକାନ୍ତି କି ଆପଣ କାହା ସହ ଚାର୍ଟ୍ କରୁଛନ୍ତି ଓ ଅନେକ ଥର ନିଜ ସାଙ୍ଗକୁ ମଧ୍ୟ ବତେଇବା ପାଇଁ ଚାହାନ୍ତି ନାହିଁ କି କାହା ସହ ଆପଣ ଚାର୍ଟ୍ କରୁଛନ୍ତି। ତେବେ ଏଥିପାଇଁ ଆପଣଙ୍କୁ ଏକ ଛୋଟିଆ ଟ୍ରକ୍ ଆପଣାଇ ଫଟୋ ଓ ନାମକୁ ଏମିତି ଲୁଚାଇ ପାରିବେ, ଜାଣନ୍ତୁ କେମିତି….
/sambad/media/post_attachments/wp-content/uploads/2018/01/WhatsApp_Hide-Name-Number_Infographics_3.jpg)
ପ୍ରଥମେ ହାଇଡ୍ ଚାର୍ଟ୍ ନେମ୍-ହାଇଡ୍ ନେମ୍ ଇନ୍ ହ୍ଵଟ୍ସଆପ୍ ଓ୍ଵିଥ୍୍ ଓ୍ଵାନ୍ କ୍ଲିକ୍ (Hide Chat Name-Hide Name in WhatsApp with 1 Click) ଆପ୍ ସ୍ମାର୍ଟ୍ଫୋନ୍ରେ ଇନ୍ଷ୍ଟଲ୍ କରନ୍ତୁ ଓ ଏହି ୪ଟି ଷ୍ଟେପ୍ ଫଲୋ କରନ୍ତୁ….
/sambad/media/post_attachments/wp-content/uploads/2018/01/WhatsApp_Hide-Name-Number_Infographics_5.jpg)
ଷ୍ଟେପ୍ ୧: ଆପ୍କୁ ଇନ୍ଷ୍ଟଲ୍ କରିଲା ପରେ ପର୍ମିସନ୍ ଦେଇ ଆଗକୁ ବଢ଼ନ୍ତୁ ଓ କଣ୍ଟିନ୍ୟୁ ରେ କ୍ଲିକ୍ କରନ୍ତୁ।
/sambad/media/post_attachments/wp-content/uploads/2018/01/WhatsApp_Hide-Name-Number_Infographics_6.jpg)
ଷ୍ଟେପ୍ ୨: ଖୋଲିଥିବା ନୂଆ ପେଜ୍ରେ enableରେ କ୍ଲିକ୍ କରିଲା ପରେ ଇନ୍ସାଇଡ୍ ହ୍ଵାଟ୍ସ ଆପ୍ (Inside WhatsApp)ରେ କ୍ଲିକ୍ କରନ୍ତୁ। ବର୍ତ୍ତମାନ ସେଟିଂରେ କ୍ଲିକ୍ କରି ଆପ୍ ଆକ୍ସେସ୍କୁ ଅନ୍ କରନ୍ତୁ।
/sambad/media/post_attachments/wp-content/uploads/2018/01/WhatsApp_Hide-Name-Number_Infographics_7.jpg)
ଷ୍ଟେପ୍ ୩: ଆପ୍କୁ ଆସିଲା ପରେ କସ୍ଟୋମାଇଜ୍ (Customise)ରେ କ୍ଲିକ୍ କରନ୍ତୁ। ଏବେ ଖୋଲିଥିବା ପେଜ୍ରେ ଆପଣ ଯେଉଁ ନାମ ଲେଖିବା ପାଇଁ ଚାହୁଁଛନ୍ତି ତାହା ଲେଖିି ସେଭ୍ କରି ଦିଅନ୍ତୁ।
/sambad/media/post_attachments/wp-content/uploads/2018/01/WhatsApp_Hide-Name-Number_Infographics_8.jpg)
ଷ୍ଟେପ୍ ୪: ବର୍ତ୍ତମାନ ଆପ୍କୁ ଯାଇ ଓନ୍ଲି ଇନ୍ସାଇଡ୍ ହ୍ଵାଟ୍ସଆପ୍ (Only Inside WhatsApp)ରେ କ୍ଲିକ୍ କରନ୍ତୁ। ସର୍ଭିସ୍ ଅନ୍ ହୋଇଯିବ ଓ ଆପଣଙ୍କୁ ଏକ ସବୁଜ ରଙ୍ଗର ଗୋଲ୍ ଆକୃତି ବଟନ୍ ଦେଖାଯିବ। ଏବେ ଯାହାର ନାମ ଓ ଫଟୋ ଆପଣ ଲୁଚାଇ ଚାଟ୍ କରିବା ପାଇଁ ଚାହୁଁଛନ୍ତି, ତାଙ୍କର ଚାଟ୍ ଖୋଲି ସବୁଜ ରଙ୍ଗର ବଟନ୍ରେ କ୍ଲିକ୍ କରନ୍ତୁ। ଫଟୋ ଓ ନାମ ଉଭୟ ଲୁଚିଯିବ।