ହୋଣ୍ଡା ସିବି ୧୨୫ ହର୍ନେଟ

Advertisment

ନିକଟରେ ହୋଣ୍ଡା କମ୍ପାନି ସିବି ୧୨୫ ହର୍ନେଟ ବାଇକ୍‌ ଉନ୍ମୋଚନ କରିଛି। ଏହାର ବିକ୍ରି ଅଗଷ୍ଟ ପ୍ରଥମ ସପ୍ତାହରୁ ଆରମ୍ଭ ହେବ। ପୁରୁଣା ହର୍ନେଟ୍‌ ମଡେଲ୍‌ର ଡିଜାଇନ୍‌ ଅନୁସରଣ କରି ଏହାକୁ ଅଧିକ ଷ୍ଟାଇଲିସ୍‌ ରୂପ ଦିଆଯାଇଛି।

ନିକଟରେ ହୋଣ୍ଡା କମ୍ପାନି ସିବି ୧୨୫ ହର୍ନେଟ ବାଇକ୍‌ ଉନ୍ମୋଚନ କରିଛି। ଏହାର ବିକ୍ରି ଅଗଷ୍ଟ ପ୍ରଥମ ସପ୍ତାହରୁ ଆରମ୍ଭ ହେବ। ପୁରୁଣା ହର୍ନେଟ୍‌ ମଡେଲ୍‌ର ଡିଜାଇନ୍‌ ଅନୁସରଣ କରି ଏହାକୁ ଅଧିକ ଷ୍ଟାଇଲିସ୍‌ ରୂପ ଦିଆଯାଇଛି।

fhfshfshfs

ନିକଟରେ ହୋଣ୍ଡା କମ୍ପାନି ସିବି ୧୨୫ ହର୍ନେଟ ବାଇକ୍‌ ଉନ୍ମୋଚନ କରିଛି। ଏହାର ବିକ୍ରି ଅଗଷ୍ଟ ପ୍ରଥମ ସପ୍ତାହରୁ ଆରମ୍ଭ ହେବ। ପୁରୁଣା ହର୍ନେଟ୍‌ ମଡେଲ୍‌ର ଡିଜାଇନ୍‌ ଅନୁସରଣ କରି ଏହାକୁ ଅଧିକ ଷ୍ଟାଇଲିସ୍‌ ରୂପ ଦିଆଯାଇଛି। ଏହି ବାଇକ୍‌ରେ ୪.୨ ଇଞ୍ଚ ଟିଏଫ୍‌ଟି ଡିସ୍‌ପ୍ଲେ, ବ୍ଲୁଟୁଥ୍‌ ସଂଯୋଗ, ନେଭିଗେସନ୍‌ ବ୍ୟବସ୍ଥା, ୟୁଏସ୍‌ବି ଚାର୍ଜିଂ ପୋର୍ଟ ଭଳି ବୈଶିଷ୍ଟ୍ୟ ଉପଲବ୍‌ଧ।

ପାଞ୍ଚଟି ଗିଅର୍‌ ବିଶିଷ୍ଟ ଏହାର ୧୨୩.୯୪ସିସି ଇଞ୍ଜିନ୍‌ ସର୍ବାଧିକ ୧୦.୯୯ ବିଏଚ୍‌ପି ଶକ୍ତି ଓ ୧୧.୨ଏନ୍‌ଏମ୍‌ ଟର୍କ ଉତ୍ପନ୍ନ କରିବାକୁ ସକ୍ଷମ। ସାମ୍ନା ଚକରେ ଓଲଟା ସକ୍‌ଆବ୍‌ଜର୍ବର ଓ ପଛ ଚକରେ ମନୋ ସକ୍‌ଆବ୍‌ଜର୍ବର ଖଞ୍ଜାଯାଇଛି। ଉଭୟ ଚକରେ ଟ୍ୟୁବ୍‌ଲେସ୍‌ ଟାୟାର୍‌ ଏବଂ ଡିସ୍କ ବ୍ରେକ୍‌ ଲାଗିଛି। ଏହା ଲେମନ୍‌ ଆଇସ୍‌ ୟଲୋ, ପର୍ଲ ଇଗ୍‌ନିଅସ୍‌ ବ୍ଲାକ୍‌, ପର୍ଲ ସାଇରନ୍‌ ବ୍ଲୁ ଓ ସ୍ପୋର୍ଟସ୍‌ ରେଡ୍‌ ପରି ଚାରିଟି ରଙ୍ଗରେ ଉପଲବ୍‌ଧ। ଏହି ବାଇକ୍‌ ବଜାରରେ ହିରୋ ଏକ୍ସଟ୍ରିମ୍ ୧୨୫ଆର୍‌, ବଜାଜ ପଲ୍‌ସର୍‌ ଏନ୍‌୧୨୫ ଓ ଟିଭିଏସ୍‌ ରେଡର୍‌ ୧୨୫ ସହ ପ୍ରତିଯୋଗିତା କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe