ଗତ ବର୍ଷ ଫେସ୍‌ବୁକ୍‌ କେବଳ ବିଜ୍ଞାପନରୁ ୪୦୦୦ କୋଟି ଡଲାର୍‌ ଆୟ କରିଛି, ବିଜ୍ଞାପନରୁ ଫେସ୍‌ବୁକ୍‌ କେତେ ଟଙ୍କା ଆୟ କରୁଛି?

Advertisment
ଗତ ବର୍ଷ ଫେସ୍‌ବୁକ୍‌ କେବଳ ବିଜ୍ଞାପନରୁ ୪୦୦୦ କୋଟି ଡଲାର୍‌ ଆୟ କରିଛି, ବିଜ୍ଞାପନରୁ ଫେସ୍‌ବୁକ୍‌ କେତେ ଟଙ୍କା ଆୟ କରୁଛି?

publive-image

ଗତ କିଛି ବର୍ଷ ମଧ୍ୟରେ ଦେଖିବାକୁ ମିଳିଛି ଯେ, ସୋସିଆଲ୍‌ ମିଡିଆର ସବୁଠୁ ଚର୍ଚ୍ଚିତ ‘ଫେସ୍‌ବୁକ୍‌’ ବ୍ୟକ୍ତିଗତ ବିଜ୍ଞାପନ ବିକ୍ରି କରିବାରେ ଆହୁରି ଅଧିକ ସଫଳ ହୋଇଛି। ୨୦୧୭ରେ କମ୍ପାନୀ ପ୍ରାୟ ୪୦୦୦ କୋଟି ଡଲାର୍‌ ବିଜ୍ଞାପନରୁ ଆୟ କରିଛି, ଯାହା ଗ୍ଲୋବଲ୍‌ ଅନ୍‌ଲାଇନ୍‌ ବିଜ୍ଞାପନ ବଜାରର ୨୦ ପ୍ରତିଶତ ହେବ। ଫେସ୍‌ବୁକ୍‌ର ସମ୍ପୂର୍ଣ୍ଣ ଆୟର ୯୮% ହେଉଛି କେବଳ ବିଜ୍ଞାପନର ଆୟ।

publive-image

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe