କଚ୍ଚା ବାଦାମ ଗୀତରେ ଶିଶୁର ନାଚ ଦେଖି ଖୁସି ହେଲେ ଆଇଏଏସ ଅଧିକାରୀ, କହିଲେ ଏଭଳି କଥା…

Advertisment
କଚ୍ଚା ବାଦାମ ଗୀତରେ ଶିଶୁର ନାଚ ଦେଖି ଖୁସି ହେଲେ ଆଇଏଏସ ଅଧିକାରୀ, କହିଲେ ଏଭଳି କଥା…

ନୂଆଦିଲ୍ଲୀ: କଚ୍ଚା ବାଦାମ ଗୀତ ସୋସିଆଲ ମିଡିଆରେ ବହୁତ ଟ୍ରେଣ୍ଡ କରୁଛି । ଏହି ଗୀତଟି ୪ ମାସ ଧରି ସୋସିଆଲ ମିଡିଆରେ ଛାଇ ଯାଇଥିଲା। ସୋସିଆଲ ମିଡିଆରେ ଏହି ଗୀତକୁ ନେଇ ଲୋକେ ଖୁବ ରିଲ ବନାଇଛନ୍ତି।

ନିକଟରେ ସୋସିଆଲ ମିଡିଆରେ ଜଣେ ଛୋଟ ଝିଅର ନୃତ୍ୟ ଭିଡିଓ ଭାଇରାଲ ହେଉଛି। ଭାଇରାଲ୍ ଭିଡିଓରେ ଏହା ଦେଖିବାକୁ ମିଳୁଛି ଯେ ଜଣେ ଛୋଟ ଝିଅ କଚ୍ଚା ବାଦାମ ଗୀତକୁ ନେଇ ଖବୁ ସୁନ୍ଦର ଭାବେ ନୃତ୍ୟ କରୁଛନ୍ତି। ସୋସିଆଲ ମିଡିଆରେ ଲୋକମାନେ ଏହି ଭିଡିଓକୁ ବହୁତ ପସନ୍ଦ କରୁଛନ୍ତି । ଏହି ଭିଡିଓକୁ ଦେଖିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀ ଅନେକ ପ୍ରତିକ୍ରିୟା ଦେଇଛନ୍ତି। ଛୋଟ ଝିଅର ନୃତ୍ୟ ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ହୃଦୟକୁ ସ୍ପର୍ଶ କରିଛି।

ଆଇଏଏସ ଅୱନିଶ ଶରଣ ଏହି ଭିଡିଓ ସେୟାର କରି କ୍ୟାପସନରେ ଲେଖିଛନ୍ତି, କ୍ୟୁଟେଷ୍ଟ କଚ୍ଚା ବାଦାମ। ଏହି ଭିଡିଓରେ ୯୬,୦୦୦ ରୁ ଅଧିକ ଭ୍ୟୁ ଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe