ବିଶ୍ୱବ୍ୟାଙ୍କ କହିବା ଅନୁସାରେ ବିଦେଶରୁ ରୋଜଗାର କରି ନିଜ ଦେଶକୁ ପଠାଇବାରେ ଭାରତ ନମ୍ବର ୧

୨୦୧୭ରେ ପଠାଇଛନ୍ତି ୪ ଲକ୍ଷ ୨୫ ହଜାର କୋଟି

ବିଶ୍ୱବ୍ୟାଙ୍କ କହିବା ଅନୁସାରେ ବିଦେଶରୁ ରୋଜଗାର କରି ନିଜ ଦେଶକୁ ପଠାଇବାରେ ଭାରତ ନମ୍ବର ୧

ବିଶ୍ୱବ୍ୟାଙ୍କ କହିବା ଅନୁସାରେ ବିଦେଶରୁ ପଇସା ରୋଜଗାର କରି ନିଜ ଦେଶକୁ ପଠାଇବାରେ ଭାରତ ନମ୍ବର ୧। ଜାଣନ୍ତୁ ଚୀନ୍‌, ଫିଲିପାଇନ୍ସ୍‌ ଏବଂ ଅନ୍ୟ ଦେଶରୁ ଲୋକେ ନିଜ ଦେଶକୁ କେତେ ଟଙ୍କା ପଠାଉଛନ୍ତି।

ଦେଶରୁ ବାହାରେ ରହୁଥିବା ନାଗରିକଙ୍କ ଦ୍ୱାରା ନିଜ ଦେଶକୁ ପଇସା ପଠେଇବା ମାମଲାରେ ୨୦୧୬ରୁ ଭାରତ ୧ ନମ୍ବର ହୋଇ ରହିଛି। ଏ ବର୍ଷ ମଧ୍ୟ ସେହି ସ୍ଥିତି ଜାରି ରହିପାରେ। ବିଶ୍ୱ ବ୍ୟାଙ୍କ କହିବା ଅନୁସାରେ ୨୦୧୭ରେ ଦେଶ ବାହାରେ ରହୁଥିବା ଭାରତୀୟ ସମୁଦାୟ ୬୫ ଅରବ ଡଲାର (ପ୍ରାୟ ୪.୨୫ ଲକ୍ଷ କୋଟି ଟଙ୍କା) ନିଜ ଦେଶକୁ ପଠାଇଛନ୍ତି।

publive-image publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe