ଏହି କେତୋଟି ସରଳ ପ୍ରଶ୍ନର ଉତ୍ତର ଦେଇ ପରଖନ୍ତୁ ନିଜ ସ୍ୱଭାବ

Advertisment
ଏହି କେତୋଟି ସରଳ ପ୍ରଶ୍ନର ଉତ୍ତର ଦେଇ ପରଖନ୍ତୁ ନିଜ ସ୍ୱଭାବ

ପ୍ରଶ୍ନ୧. ନିମ୍ନରେ ଯେଉଁ ପ୍ରାଣୀମାନଙ୍କ ନାମ ଲେଖାଯାଇଛି ସେଥିରୁ ଗୋଟାଏ ବାଛନ୍ତୁ।

ଗାଈ, ବାଘ, ମେଣ୍ଢା, ଘୋଡ଼ା, ଘୁଷୁରୀ

ପ୍ରଶ୍ନ୨. ଆପଣଙ୍କୁ ଭଲ ଲାଗୁଥିବା ୫ ଜଣ ଲୋକଙ୍କୁ ଭାବନ୍ତୁ। ପତ୍ୟେକ ଲୋକଙ୍କୁ ଆଖିରେ ରଖି ଗୋଟାଏ ରଂଗ ଭାବନ୍ତୁ।

ହଳଦିଆ, କମଳା, ନାଲି, ଧଳା, ସବୁଜ

ପ୍ରଥମ ପ୍ରଶ୍ନର ଉତ୍ତର

ଯଦି ଆପଣଙ୍କ ଉତ୍ତର ଗାଈ ତେବେ ଆପଣ ଈଶ୍ୱର ପ୍ରେମୀ।

ଯଦି ଆପଣଙ୍କ ଉତ୍ତର ବାଘ ତେବେ ଆପଣ ଆତ୍ମପ୍ରେମୀ।

ଯଦି ଆପଣଙ୍କ ଉତ୍ତର ମେଣ୍ଢା ତେବେ ଆପଣ ସ୍ନେହୀ।

ଯଦି ଆପଣଙ୍କ ଉତ୍ତର ଘୋଡ଼ା ତେବେ ଆପଣ ପରିବାର ପ୍ରେମୀ।

ଯଦି ଆପଣଙ୍କ ଉତ୍ତର ଘୁଷୁରୀ ତେବେ ଆପଣ ଧନ ପ୍ରେମୀ।

publive-imageଦ୍ୱିତୀୟ ପ୍ରଶ୍ନର ଉତ୍ତର

ହଳଦିଆ: ଆପଣ ଯାହାଙ୍କ ଉଦ୍ଦେଶ୍ୟରେ ହଳଦିଆ ରଂଗ ବାଛିଛନ୍ତି ସେ ଆପଣଙ୍କ ଜୀବନର ଜଣେ ମହତ୍ୱପୂର୍ଣ୍ଣ ବ୍ୟକ୍ତିତ୍ୱ।

କମଳା: ଆପଣ ଯାହାଙ୍କ ପାଇଁ କମଳା ରଂଗ ବାଛିଛନ୍ତି ସେ ଆପଣଙ୍କର ଜଣେ ବାସ୍ତବ ବନ୍ଧୁ।

ନାଲି: ନାଲି ରଂଗ ତାଙ୍କ ପାଇଁ ଯାହାକୁ ଆପଣ ହୃଦୟରୁ ଭଲପାଆନ୍ତି।

ଧଳା: ଆପଣ ଯାହାଙ୍କ ଉଦ୍ଦେଶ୍ୟରେ ଧଳା ରଂଗ ବାଛିଛନ୍ତି ସେ ଜଣେ ଦୟାଳୁ ସ୍ୱଭାବର ବ୍ୟକ୍ତି ବୋଲି ଆପଣ ଭାବନ୍ତି।

ସବୁଜ: ସବୁଜ ତାଙ୍କ ପାଇଁ ଆପଣ ଯାହାଙ୍କୁ ଜୀବନରେ କେବେ ବି ଭୁଲିପାରିବେ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe