ତାଜ ମହଲ କ’ଣ ଶିବ ମନ୍ଦିର ଥିଲା?

Advertisment

ଶିବ ମନ୍ଦିର ପାଇଁ ତାଜ ମହଲର ଏହି ସବୁ ଫଟୋଚିତ୍ରକୁ ପ୍ରମାଣ ଭାବରେ ଗ୍ରହଣ କରାଯାଇପାରେ!

ଶିବ ମନ୍ଦିର ପାଇଁ ତାଜ ମହଲର ଏହି ସବୁ ଫଟୋଚିତ୍ରକୁ ପ୍ରମାଣ ଭାବରେ ଗ୍ରହଣ କରାଯାଇପାରେ!

ତାଜ ମହଲ କ’ଣ ଶିବ ମନ୍ଦିର ଥିଲା?

ତାଜ ମହଲ ଓ ଲାଲ୍‌ କିଲ୍ଲା ଏବଂ ଅନ୍ୟ କିଛି ସ୍ଥାପତ୍ୟର ନିର୍ମାଣରେ ବୈଦିକ ପ୍ରଭାବ ରହିଥିବାର ଫଟୋଚିତ୍ରର ଅନୁଶୀଳନରୁ ଜଣାଯାଏ। ଦିଆଯାଇଥିବା କିଛି ଛବିରେ ଦେଖନ୍ତୁ ଓ ଚିନ୍ତା କରନ୍ତୁ ଏହା କ’ଣ?

publive-image

ବର୍ତ୍ତମାନ ପୃଥିବୀର ୭ଟି ସପ୍ତାଶ୍ଚର୍ଯ୍ୟ (ସେଭେନ୍‌ ଓ୍ଵଣ୍ଡର୍ସ୍‌) ମଧ୍ୟରୁ ଗୋଟିଏ ହେଉଛି ତାଜ ମହଲ। ଯାହାକୁ କୁହାଯାଏ ପ୍ରେମର ପ୍ରତୀକ, ଏହାକୁ ସମ୍ରାଟ ଶାହାଜାହାନ୍‌ ତାଙ୍କ ପତ୍ନୀ ମୁମତାଜ୍‌ ମହଲଙ୍କ ସ୍ମୃତିରେ ତିଆରି କରିଥିଲେ। ଇତିହାସରେ ଏହା ବର୍ଣ୍ଣିତ ଥିବାବେଳେ ଏବେ କିଛି ନୂଆ ତଥ୍ୟ ଆସିଛି, ଯାହା ତାଜମହଲ ପୂର୍ବରୁ ଏକ ଶିବ ମନ୍ଦିର ଥିଲା ବୋଲି ସୂଚାଉଛି।

publive-image publive-image publive-image publive-image publive-image publive-image publive-image publive-image publive-image publive-image Source: krishnapath.org

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe