ସକାଳୁ ରାତି ପର୍ଯ୍ୟନ୍ତ ସଲମାନ୍‌ଙ୍କ ଜୀବନ ଏମିତି ଚାଲେ, ଜେଲ୍‌ ଗଲାପରେ କେମିତି ବିତେଇବାକୁ ପଡ଼ିବ ଦେଖନ୍ତୁ!

Advertisment
ସକାଳୁ ରାତି ପର୍ଯ୍ୟନ୍ତ ସଲମାନ୍‌ଙ୍କ ଜୀବନ ଏମିତି ଚାଲେ, ଜେଲ୍‌ ଗଲାପରେ କେମିତି ବିତେଇବାକୁ ପଡ଼ିବ ଦେଖନ୍ତୁ!

୨୦ ବର୍ଷ ପୁରୁଣା କସ୍ତୁରୀ ମୃଗ ଶିକାର ମାମଲାରେ ସଲମାନ୍‌ଙ୍କୁ ଆଜି ଯୋଧପୁର କୋର୍ଟ୍‌ ଦୋଷୀ ସାବ୍ୟସ୍ତ କରିଛନ୍ତି। ତାଙ୍କୁ ୫ ବର୍ଷ ଜେଲ୍‌ ସହ ୧୦,୦୦୦ ଟଙ୍କା ଜରିମାନା ହୋଇଛି। ବର୍ତ୍ତମାନ ସଲମାନ୍‌ ଯିବେ ଜେଲ୍‌, ତେବେ ଜାଣନ୍ତୁ କେମିତି କଟୁଥିଲା ଘରେ ତାଙ୍କର ଦୈନନ୍ଦିନ ଜୀବନ ଓ ଜେଲ୍‌ ଗଲା ପରେ କେମିତି ପରିବର୍ତ୍ତନ ହେବ ତାଙ୍କର ରୁଟିନ୍‌....

publive-image

publive-image

publive-image

publive-image

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe