ଜିପ୍ ମେରିଡିଆନ୍ର ନୂତନ ସଂସ୍କରଣ ବଜାରରେ ପ୍ରବେଶ କରିଛି। ଏହାର ପ୍ରାରମ୍ଭିକ ମୂଲ୍ୟ ରହିଛି ୨୩.୩୩ ଲକ୍ଷ ଟଙ୍କା। ଏହାର ୯ଟି ଭାରିଆଣ୍ଟ ପ୍ରକାଶ ପାଇଛି। ଏଥିରେ ଡୁଆଲ୍-ପେନ୍ ପାନୋରାମିକ୍ ସନ୍ରୁଫ୍, ଡୁଆଲ୍-ଜୋନ୍ ଅଟୋମେଟିକ୍ କ୍ଲାଇମେଟ୍ କଣ୍ଟ୍ରୋଲ୍, ବ୍ଲାକ୍ ସିଟ୍ ୱିଥ୍ ରେଡ୍ ଷ୍ଟିଚିଂ, ଏକ୍ସକ୍ଲୁସିଭ୍ ଟ୍ରାଏଲ୍ ଏଡିସନ୍ ବ୍ୟାଜ୍, ୩୬୦ ଡିଗ୍ରି ଭିୟୁ କ୍ୟାମେରା, ୬ଟି ଏୟାର୍ ବ୍ୟାଗ୍, ରିଲାଏବଲ୍ ଆଡ୍ଭେଞ୍ଚର୍ ଗାଇଡ୍, ସ୍ମାର୍ଟ କନେକ୍ଟିଭିଟି ସୁଟ୍, ୯-ସ୍ପିକର୍ ପ୍ରିମିୟମ୍ ଆଲ୍ପାଇନ୍ ସିଷ୍ଟମ୍, ପାୱାର୍ ଟେଲ୍ଗେଟ୍ ୱିଥ୍ ମେମୋରି, ଅଲ୍-ରାଉଣ୍ଡ୍ କନେକ୍ଟିଭିଟି, ୮୨୪ ଲିଟର୍ ବୁଟ୍ ସ୍ପେସ୍ ପରି ବୈଶିଷ୍ଟ୍ୟ ରହିଛି।
Government Scheme: ସରକାରୀ ଯୋଜନାର ପ୍ରଚାରପ୍ରସାରରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ
ଏଥିରେ ୯-ସ୍ପିଡ୍ ଏଟି, ଏଫ୍ଏସ୍ଡି ସସ୍ପେନ୍ସନ୍, ଅଲ୍-ସିଜନ୍ ଟାୟାର୍, ୪x୪ କ୍ୟାପାବିଲିଟି ଗିୟର୍ ସିଫ୍ଟ, ୩ଟି ଡ୍ରାଇଭିଂ ମୋଡ୍ (ଅଟୋ, ମଡ୍/ସ୍ୟାଣ୍ଡ୍ ଓ ସ୍ନୋ) ପରି ସୁବିଧା ରହିଛି। ଏହାର ୨.୦ ଲିଟର୍ ମଲ୍ଟିଜେଟ୍ ଇଞ୍ଜିନ୍ ଡିଜେଲ୍ ଚାଳିତ। ଏହା ଟେକ୍ନୋ ମେଟାଲିକ୍ ଗ୍ରିନ୍, ବ୍ରିଲିଆଣ୍ଟ ବ୍ଲାକ୍, ପର୍ଲ ହ୍ବାଇଟ୍, ଗ୍ରିଜିଓ ମ୍ୟାଗ୍ନେସିଓ ପରି ଚାରିଟି ରଙ୍ଗରେ ଉପଲବ୍ଧ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।
Humane Sagar Death Case: ହ୍ୟୁମାନ ମୃତ୍ୟୁ ମାମଲାରେ ବଡ଼ ଖବର: ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ ସୋମେଶ ଶତପଥୀ
Follow Us