ଗୁରୁଗ୍ରାମ: ଚାକିରି ଯିବା ପରେ କମିଗଲା ଗୁରୁତ୍ବ...ଚାକିରି ଛାଡ଼ିବା ୩ଦିନ ନହେଉଣୁ ଗଣି ଗଣି ଖାଇବାକୁ ଦେଲେ ପରିବାର ଲୋକେ। ଯେଉଁ ମା’ ଦିନେ ଘରକୁ ଆସିଲେ ପେଟପୁରା ଖାଇବାକୁ ଦେଉଥିଲା, ସେ ଆଜି ରୁଟି ଗଣିକି ଦେଉଛି। ମାତ୍ର ୩ଦିନ ଭିତରେ ପରିବାରର ଏରୂପ ଦେଖି ଭାଙ୍ଗିପଡ଼ିଛନ୍ତି ଯୁବକ। ନିଜ ମନର କୋହକୁ କିଛି ଦିନ ଚାପି ରଖିବା ପରେ ଏବେ ସେ ଭିଡିଓ ମାଧ୍ୟମରେ ନିଜ ମନ କଥା କହିଛନ୍ତି।
Man's Emotional Video: ଚାକିରି ଯିବା ପରେ କମିଗଲା ଗୁରୁତ୍ବ...ରାଜାପୁଅ ପାଲଟିଲା ବୋଝ
Advertisment
Follow Us