ଆପଣ ତ ଜାଣନ୍ତି, ରାଶି ଅନୁସାରେ ଆପଣଙ୍କ ସ୍ୱଭାବ ଓ ବ୍ୟକ୍ତିତ୍ୱ ବିଷୟରେ ଅନେକ କଥା ଜାଣି ହୋଇଥାଏ। ଆପଣଙ୍କ ରାଶି ଆପଣଙ୍କ ଭଲ ପାଇବା ଓ ପ୍ରେମ କରିବାର ଦିଗ ସମ୍ପର୍କରେ ମଧ୍ୟ ବହୁତ କିଛି ଜଣାଇଥାଏ। ଆପଣଙ୍କ ଏହି ରୋମାଣ୍ଟିକ୍ ଆଧାରରୁ ଜଣା ପଡ଼ିବ କି କେଉଁ ବଲିଉଡ୍ ଗୀତ ଆପଣଙ୍କୁ ସୁଟ୍ କରିବ। ରାଶି ଅନୁସାରେ ଜାଣନ୍ତୁ କେଉଁ ଗୀତ ଆପଣଙ୍କ ପାଇଁ ତିଆରି ହୋଇଛି….
/sambad/media/post_attachments/wp-content/uploads/2018/02/Personality-According-to-Zodiac_Infographics_2.jpg)
ମେଷ, ଗୀତ: ପେହେଲି ନଜର ମେ ଏସା ଯାଦୁ କର୍ ଦିୟା…
ମେଷ ରାଶି ବ୍ୟକ୍ତିମାନେ ପ୍ରାୟତଃ ପ୍ରଥମ ଦେଖାରେ ହିଁ ପ୍ରେମ କରି ବସନ୍ତି। ସେମାନେ ଅତି ରୋମାଣ୍ଟିକ୍ ଥାଆନ୍ତି। ସେଥିପାଇଁ ଏହି ଗୀତ ତାଙ୍କୁ ଫିଟ୍ କରିଥାଏ।
/sambad/media/post_attachments/wp-content/uploads/2018/02/Personality-According-to-Zodiac_Infographics_3.jpg)
ବୃଷ, ଗୀତ: ଓ୍ଵାଦା ରହା ପ୍ୟାରସେ ପ୍ୟାରକା ଅବ୍ ହମ୍ନା ହୋଙ୍ଗେ ଜୁଦା
ଏହି ରାଶିର ଲୋକଙ୍କୁ ପ୍ରେମରେ ବି ସୁରକ୍ଷା ଦରକାର ହୋଇଥାଏ। ଯେଉଁ ସମ୍ପର୍କ ଲମ୍ବା ସମୟ ପର୍ଯ୍ୟନ୍ତ ରହେ ନାହିଁ, ସେଥିରେ ଏମାନେ ଅଧିକ ସମୟ ରହିବାକୁ ଚାହାନ୍ତି ନାହିଁ। ସେଥିପାଇଁ ଏମାନଙ୍କୁ ଏହି ଗୀତ ସୁଟ୍ କରିଥାଏ।
/sambad/media/post_attachments/wp-content/uploads/2018/02/Personality-According-to-Zodiac_Infographics_4.jpg)
ମିଥୁନ, ଗୀତ: ଚଲୋ ତୁମକୋ ଲେକର୍ ଚଲେ
ଯେଉଁମାନଙ୍କ ମିଥୁନ ରାଶି, ସେମାନେ ତାଙ୍କ ପ୍ରେମିକାଙ୍କ ପାଇଁ ରୋମାଣ୍ଟିକ୍ ମାହୋଲ୍ ତିଆରି କରିଥାନ୍ତି। ସେଥିପାଇଁ ଏମାନଙ୍କୁ ଏହି ଗୀତ ସୁଟ୍ କରିଥାଏ।
/sambad/media/post_attachments/wp-content/uploads/2018/02/Personality-According-to-Zodiac_Infographics_5.jpg)
କର୍କଟ, ଗୀତ: କଭି ଯୋ ବାଦଲ ବର୍ଷେ
ଯେତେବେଳେ ବର୍ଷା ହୋଇଥାଏ, ସେତେବେଳେ କର୍କଟ ରାଶିର ଲୋକମାନଙ୍କ ଇମୋସନ୍ସ ବଢ଼ିଯାଏ ଓ ଏହାର ମାହୋଲ୍ ରୋମାଣ୍ଟିକ୍ ହୋଇଯାଏ। ଏଥିପାଇଁ ଏମାନଙ୍କ ଉପରେ ଏହି ଗୀତ ଜମିଥାଏ।
/sambad/media/post_attachments/wp-content/uploads/2018/02/Personality-According-to-Zodiac_Infographics_6.jpg)
ସିଂହ, ଗୀତ: ସୁରଜ ହୁଆ ମଦ୍ଥମ୍
ଏହି ରାଶିର ଲୋକେ ପ୍ରେମର ପଡ଼ି ରହନ୍ତି ଓ ଏଥିପାଇଁ ବହୁତ ଅଧିକ ପିପାସୁ ହୋଇଥା’ନ୍ତି। ସେଥିପାଇଁ ଏହି ଗୀତ ଏମାନଙ୍କ ପ୍ରେମ କରିବାର ଭାବନାକୁ ଜଣାଇଥାଏ।
/sambad/media/post_attachments/wp-content/uploads/2018/02/Personality-According-to-Zodiac_Infographics_7.jpg)
କନ୍ୟା, ଗୀତ: ଜିୟା ଜଲେ ଜାଁ ଜଲେ
କନ୍ୟା ରାଶିର ଲୋକଙ୍କ ସହ ପ୍ରାୟ ଏମିତି ହୁଏ କି ସେମାନେ ତାଙ୍କ ସାଥୀଙ୍କ ପାଖକୁ ଆସିବା ପାଇଁ ଚାହାନ୍ତି , କିନ୍ତୁ ତାଙ୍କ ଇଚ୍ଛା ଅଧାରେ ରହିଯାଏ। ଏଥିପାଇଁ ଏହି ଗୀତ ତାଙ୍କୁ ଫିଟ୍ ହୋଇଥାଏ।
/sambad/media/post_attachments/wp-content/uploads/2018/02/Personality-According-to-Zodiac_Infographics_8.jpg)
ତୁଳା, ଗୀତ: ଇସ୍କ୍ ବିନା କ୍ୟା ଜିନା ୟାରୋ
ଏମାନଙ୍କୁ ପ୍ରେମରେ ପ୍ରେମ ହୋଇଥାଏ। ଏମାନେ ତାଙ୍କ ଦୁନିଆରେ ରହିବା ପାଇଁ ପସନ୍ଦ କରନ୍ତି ଓ ସ୍ୱପ୍ନରେ ଥିବା ପ୍ରେମକୁ ସତ କେମିତି ହେବ ଦେଖିବା ପାଇଁ ଚାହାନ୍ତି। ଆପଣ ଯଦି ତୁଳା ରାଶିର ବ୍ୟକ୍ତି ତା’ହେଲେ ଏହି ଗୀତ ଶୁଣନ୍ତୁ।
/sambad/media/post_attachments/wp-content/uploads/2018/02/Personality-According-to-Zodiac_Infographics_9.jpg)
ବିଛା, ଗୀତ: ରୂପ୍ ତେରା ମସ୍ତାନା…
ବିଛା ରାଶି ଲୋକେ ଶାରୀରିକ ସଂପର୍କକୁ ପ୍ରାଧାନ୍ୟ ନ ଦେଇ ସେମାନେ ପ୍ରେମ କରନ୍ତି। କିନ୍ତୁ ଏମାନେ ସେକ୍ସ୍ ମୁଡ଼୍କୁ ଶିଘ୍ର ଆସି ଯାଆନ୍ତି।ତାଙ୍କ ପାଇଁ ଏହି ଗୀତ ଫିଟ୍ ହୋଇଥାଏ।
/sambad/media/post_attachments/wp-content/uploads/2018/02/Personality-According-to-Zodiac_Infographics_10.jpg)
ଧନୁ, ଗୀତ: ଅଲିଜେହ..
ଧନୁ ରାଶିର ଲୋକଙ୍କୁ ଏମିତି କିଏ ବ୍ୟକ୍ତି ଦରକାର ଯିଏ ତାଙ୍କୁ ସଂପୂର୍ଣ୍ଣ କରନ୍ତୁ । ଏମାନେ ଚାହାନ୍ତି ତାଙ୍କ ସାଥୀ ତାଙ୍କ ସହ ସମକକ୍ଷ ହୋଇଥିବେ। ଏଥିପାଇଁ ଏମାନଙ୍କୁ ଏହି ଗୀତ ସୁଟ୍ କରିଥାଏ।
/sambad/media/post_attachments/wp-content/uploads/2018/02/Personality-According-to-Zodiac_Infographics_11.jpg)
ମକର, ଗୀତ: ଜି ଲେ ଜରା
ମକର ରାଶି ଲୋକେ ପ୍ରେମ କରିବା ପାଇଁ ଡରନ୍ତି। କାରଣ ଏମାନେ ଖରାପ ସମ୍ପର୍କରେ ପଡ଼ିବା ପାଇଁ ଚାହାନ୍ତି ନାହିଁ। କିନ୍ତୁ ଭିତରୁ ସେମାନେ ଗଭୀର ପ୍ରେମ ଚାହିଁଥାନ୍ତି। ଏଥିପାଇଁ ଏହି ଗୀତ ତାଙ୍କ ପାଇଁ ଫିଟ୍ ହୋଇଥାଏ।
/sambad/media/post_attachments/wp-content/uploads/2018/02/Personality-According-to-Zodiac_Infographics_12.jpg)
କୁମ୍ଭ, ଗୀତ: କୁଛ୍ ତୋ ହୁଆ ହୈ
ଏମାନେ ସହଜରେ ପ୍ରେମରେ ପଡ଼ନ୍ତି ନାହିଁ । କିନ୍ତୁ ଯେବେ ଏମାନେ ପ୍ରେମରେ ପଡ଼ି ଯାଆନ୍ତି ଏମାନଙ୍କ ଦୁନିଆ ବଦଳି ଯାଏ। ଏଥିପାଇଁ ଏମାନଙ୍କ ପାଇଁ ଏହି ଗୀତ ଫିଟ୍ ହୋଇଥାଏ।
/sambad/media/post_attachments/wp-content/uploads/2018/02/Personality-According-to-Zodiac_Infographics_13.jpg)
ମୀନ, ଗୀତ: ଚନ୍ନା ମେରେୟା
ମୀନ ରାଶିର ଲୋକ ପାଗଳ ଭଳି ପ୍ରେମ କରିଥାନ୍ତି । ଏମାନେ ପ୍ରେମରେ ଦିଓ୍ଵାନା ହୋଇଯା’ନ୍ତି। ଏମାନଙ୍କ ପାଇଁ ଏହି ଗୀତ ଫିଟ୍ ହୋଇଥାଏ।