ଲକ୍ଷ୍ମୀଙ୍କ ମନ୍ତ୍ର ବି ହେଉଛି ସିଦ୍ଧି ମନ୍ତ୍ର , ଜାଣନ୍ତୁ କେଉଁଭଳି ଫାଇଦା ମିଳିଥାଏ ?

Advertisment
ଲକ୍ଷ୍ମୀଙ୍କ ମନ୍ତ୍ର ବି ହେଉଛି ସିଦ୍ଧି ମନ୍ତ୍ର , ଜାଣନ୍ତୁ କେଉଁଭଳି ଫାଇଦା ମିଳିଥାଏ ?

ଲକ୍ଷ୍ମୀଙ୍କ ମନ୍ତ୍ରଗୁଡିକୁ ସିଦ୍ଧି ମନ୍ତ୍ର ବୋଲି ମଧ୍ୟ କୁହାଯାଏ । ଏହାର ପ୍ରତ୍ୟେକ ମନ୍ତ୍ରରେ ଶକ୍ତି ଅଛି । ଏହି ମନ୍ତ୍ରଗୁଡିକ ଆମକୁ ସଫଳତା ପ୍ରଦାନ କରିବାରେ ସହାୟକ ହୋଇଥାଏ ଏବଂ ଅସୁବିଧାରୁ ଆମକୁ ସଫଳତା ପ୍ରଦାନ କରିବାରେ ସହାୟକ ହୋଇଥାଏ ଏବଂ ଅସୁବିଧାରୁ ରକ୍ଷା କରିଥାଏ । ଏଭଳି କେତେକ ମନ୍ତ୍ର ପାଠ କଲେ ଜାଣନ୍ତୁ କେଉଁ ଫାଇଦା ମିଳିଥାଏ ।
୧. ଆର୍ଥିକ ଅଭିବୃଦ୍ଧି ପାଇଁ ଉଦ୍ଦିଷ୍ଟ ମନ୍ତ୍ର -
ଓଁ ଶ୍ରୀଂ ମହାଲକ୍ଷ୍ମୈ ନମଃ
୨.ସମସ୍ତପ୍ରକାରର ପ୍ରାଚୁର୍ଯ୍ୟ ପ୍ରାପ୍ତ କରିବା ପାଇଁ ମା’ ମହାଲକ୍ଷ୍ମୀଙ୍କ ମନ୍ତ୍ର -
ଓଁ ହ୍ରିଂ ଶ୍ରୀଂ କ୍ଲୀଂ ମହାଲକ୍ଷ୍ମୈ ନମଃ
୩. ଅଧିକ ସୁଖ ପ୍ରାପ୍ତି ପାଇଁ ମା’ ମହାଲକ୍ଷ୍ମୀଙ୍କ ମନ୍ତ୍ର
ଓଁ ଶ୍ରୀଂ ଶ୍ରୀ-ଐ ନମଃ!

publive-image
୪. ଆଧ୍ୟାତ୍ମିକ ଅଭିବୃଦ୍ଧି ପାଇଁ ଉଦ୍ଦିଷ୍ଟ ମହାଲକ୍ଷ୍ମୀଙ୍କ ଗାୟତ୍ରୀ ମନ୍ତ୍ର
ଓଁ ମହା ଦୈବୈଚ ବିଦ୍‌ମହେ, ବିଷ୍ଣୁ ପତ୍ନୀଚ ଧୀମହି, ତନ୍ନୋ ଲକ୍ଷ୍ମୀ ପ୍ରଚୋଦୟାତ୍‌

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe