ନିଜର କପାଳକୁ ମାତ୍ର ୪୫ ସେକେଣ୍ଡ୍‌ ଘଷନ୍ତୁ, ଫଳାଫଳ ଆପଣଙ୍କୁ ଚକିତ କରାଇ ଦେବ

Advertisment
ନିଜର କପାଳକୁ ମାତ୍ର ୪୫  ସେକେଣ୍ଡ୍‌  ଘଷନ୍ତୁ, ଫଳାଫଳ ଆପଣଙ୍କୁ ଚକିତ କରାଇ ଦେବ

କ୍ଳାନ୍ତି, ଶଙ୍କା, ଚିନ୍ତା ଏବଂ ମୁଣ୍ଡବିନ୍ଧା ଆଦି ସବୁର ସମାଧାନ ଆପଣ ନିଜେ କରିପାରିବେ। ସବୁଠାରୁ ବଡ଼ କଥା ହେଲା ଏହି ସମାଧାନ ପାଇଁ ଆପଣଙ୍କୁ ନିଜ ସମୟରୁ ମାତ୍ର ୪୫ ସେକେଣ୍ଡ୍‌ ଦେବାକୁ ହେବ। ଚିତ୍ରଟିକୁ ଲକ୍ଷ୍ୟ କରନ୍ତୁ। ଯେଉଁ ସ୍ଥାନରେ ଆଙ୍ଗୁଠି ଚିତ୍ର ଅଛି ଅର୍ଥତ ଦୁଇ ଆଇବ୍ରୋ ମଝିରେ ନିଜ ଆଙ୍ଗୁଠିକୁ ହାଲୁକା ଭାବରେ ୪୫ ସେକେଣ୍ଡ୍‌ ପର୍ଯ୍ୟନ୍ତ ଘଷନ୍ତୁ। ଏହା ଏକ ପ୍ରକାରର ବ୍ୟାୟାମ। ଏପରି କରିବା ଦ୍ୱାରା ତାହାର ଫଳାଫଳ ଆପଣ ନିଜେ ହିଁ ଅନୁଭବ କରିପାରିବେ। ଏପରି କରିବା ଦ୍ୱାରା ରକ୍ତ ସଞ୍ଚାଳନ ଭଲ ହୋଇଥାଏ। ଏହାବ୍ୟତୀତ ମାନସିକ ରସାୟନ ଉତ୍ତେଜିତ ହୋଇଥାଏ। ଚିନ୍ତା କମ୍‌ ହେବା ସହ ଏପରି କଲେ ଆପଣଙ୍କ କ୍ଳାନ୍ତି ବି ଦୂର ହୋଇଯିବ।

publive-image

ଖାଲି ସେତିକି ନୁହେଁ ଏହି ବ୍ୟାୟାମ ମସ୍ତିଷ୍କ ଥଣ୍ଡା ରଖିବା ସହ ଏହା ମୁଣ୍ଡବିନ୍ଧା, ରକ୍ତଚାପ ଆଦିକୁ ନିୟନ୍ତ୍ରଣରେ ରଖେ। ଯଦି ଆପଣଙ୍କୁ କେଉଁ ମୁହୂର୍ତ୍ତରେ ବିବ୍ରତ ଲାଗୁଛି ଏବଂ ଆପଣ କାରଣ ଜାଣିପାରୁନାହାନ୍ତି ତେବେ ବି ଏହି ବ୍ୟାୟାମକୁ ଆପଣେଇ ପାରନ୍ତିି। ମସ୍ତିଷ୍କକୁ ଏପରି ହାଲୁକା ଭାବେ ମାଲିସ୍‌ କରିବା ଦ୍ୱାରା ବହୁ ଅସୁବିଧା ଦୂର ହୋଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe