କାହିଁକି କମୁଛି ଧୈର୍ଯ୍ୟ; କେଉଁ କାରଣରୁ ବଢୁଛି ଆତ୍ମହତ୍ୟା?

Advertisment

ଗତ କିଛି ଦିନ ମଧ୍ୟରେ ଆମ ରାଜ୍ୟରେ ଜଣେ ପରେ ଜଣେ ଝିଅ ଜଳିବାର ଖବର ଦେଖିବାକୁ ମିଳୁଛି। ଏହା ଏବେ ଏକ ସଂକ୍ରମଣ ପରି ବ୍ୟାପି ଚାଲିଛି। ଜିଲ୍ଲାରୁ ଜିଲ୍ଲାକୁ ଡେଉଁଛି। ତେବେ ଆପଣଙ୍କୁ ଲାଗୁନାହିଁ କି ପୂର୍ବ ସମୟ ଅପେକ୍ଷା ଏବେକା ସମୟରେ ଆତ୍ମହତ୍ୟା ମାମଲା ଟିକେ ଅଧିକ ବୃଦ୍ଧି ପାଇଛି ବୋଲି?

ଗତ କିଛି ଦିନ ମଧ୍ୟରେ ଆମ ରାଜ୍ୟରେ ଜଣେ ପରେ ଜଣେ ଝିଅ ଜଳିବାର ଖବର ଦେଖିବାକୁ ମିଳୁଛି। ଏହା ଏବେ ଏକ ସଂକ୍ରମଣ ପରି ବ୍ୟାପି ଚାଲିଛି। ଜିଲ୍ଲାରୁ ଜିଲ୍ଲାକୁ ଡେଉଁଛି। ତେବେ ଆପଣଙ୍କୁ ଲାଗୁନାହିଁ କି ପୂର୍ବ ସମୟ ଅପେକ୍ଷା ଏବେକା ସମୟରେ ଆତ୍ମହତ୍ୟା ମାମଲା ଟିକେ ଅଧିକ ବୃଦ୍ଧି ପାଇଛି ବୋଲି?

New Project (11) (1)

ଗତ କିଛି ଦିନ ମଧ୍ୟରେ ଆମ ରାଜ୍ୟରେ ଜଣେ ପରେ ଜଣେ ଝିଅ ଜଳିବାର ଖବର ଦେଖିବାକୁ ମିଳୁଛି। ଏହା ଏବେ ଏକ ସଂକ୍ରମଣ ପରି ବ୍ୟାପି ଚାଲିଛି। ଜିଲ୍ଲାରୁ ଜିଲ୍ଲାକୁ ଡେଉଁଛି। ତେବେ ଆପଣଙ୍କୁ ଲାଗୁନାହିଁ କି ପୂର୍ବ ସମୟ ଅପେକ୍ଷା ଏବେକା ସମୟରେ ଆତ୍ମହତ୍ୟା ମାମଲା ଟିକେ ଅଧିକ ବୃଦ୍ଧି ପାଇଛି ବୋଲି? ତେବେ କାହିଁକି ବଢ଼ିଛି ଆତ୍ମହତ୍ୟା? ଲୋକଙ୍କ ଭିତରେ ଧ‌ୈର୍ଯ୍ୟ କମିଲେ ଆତ୍ମହତ୍ୟା ବଢ଼େ। କାହିଁକି କମୁଛି ଲୋକଙ୍କ ଭିତରେ ଧୈର୍ଯ୍ୟ?

ଲୋକମାନେ ବିଭିନ୍ନ କାରଣ ପାଇଁ ଧୈର୍ଯ୍ୟ ହରାଇପାରନ୍ତି। ଯେପରିକି ଆର୍ଥିକ ଚାପ, ସାମାଜିକ ଚାପ, ସମର୍ଥନର ଅଭାବ ଇତ୍ୟାଦି। ଏହାସହିତ କିଛି ବିଶେଷଜ୍ଞଙ୍କ ମତରେ ସମାଧାନ ନ ହୋଇ ପାରୁଥିବା ଦ୍ୱନ୍ଦ୍ୱ ଏବଂ ଶୀଘ୍ର ଫଳାଫଳ ପାଇଁ ଇଚ୍ଛା ମଧ୍ୟ ଅଧୈର୍ଯ୍ୟତାକୁ ବଢ଼ାଏ। ଯାହାକି ବେଳେ ବେଳେ ଆତ୍ମହତ୍ୟା ପରି କରାଳ ରୂପ ନିଏ।

କେବଳ ଏତିକି ନୁହେଁ, ଅତ୍ୟଧିକ କାର୍ଯ୍ୟଭାର। ଅଧିକ ସମୟସୀମା, କଷ୍ଟକର କାର୍ଯ୍ୟ ଏବଂ କାର୍ଯ୍ୟାଳୟରେ ବିରକ୍ତିକର ପରିସ୍ଥିତି ଆଦି ବି ଧୈର୍ଯ୍ୟ ହ୍ରାସ କରିଥାଏ। ଅନ୍ୟମାନଙ୍କ ସହ ନିଜକୁ ତୁଳନା କରିବା ବି ଧୈର୍ଯ୍ୟହରା ହେବାର ଅନ୍ୟ ଏକ କାରଣ।

ତେବେ ବିଜ୍ଞାନ କହୁଛି ଧ‌ୈର୍ଯ୍ୟ ହ୍ରାସ ପାଇବା ପଛରେ ‘ଟେକ୍ନୋଲୋଜି’ର ଭୂମିକା ମଧ୍ୟ ଖୁବ୍ ଅଧିକ। ଆଜିକାଲିର ଯୁଗରେ ସବୁକିଛି ଶୀଘ୍ର ପାଇବା ଭିତରେ ବିଳମ୍ବ ଆଉ ଯୁବପିଢ଼ି ହଜମ କରିପାରୁନାହାନ୍ତି। ଯାହାଫଳରେ ଧୈର୍ଯ୍ୟ କମୁଛି। ଏହାର ଏକମାତ୍ର ସମାଧାନ ହେଉଛି ଯୋଗ, ଧ୍ୟାନ, ଉତ୍ତମ ବନ୍ଧୁତ୍ବ କରିବା। ସକରାତ୍ମାକ ଲୋକଙ୍କ ସହ ମିଶିଲେ ମନ ସକାରାତ୍ମର ରୁହେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe