ଖାଦ୍ୟ ସାରଣୀରେ ରଖନ୍ତୁ ଏହିସବୁ ଖାଦ୍ୟ

Advertisment

ଆଜିକାଲି ବୟସ ନିର୍ବିଶେଷରେ ସଭିଏଁ ସ୍ବାସ୍ଥ୍ୟ ସଚେତନ ହେଲେଣି। ବିଶେଷକରି କରୋନା ମହାମାରୀ ପରଠୁ ସାରା ପୃଥିବୀରେ ସୁସ୍ବାସ୍ଥ୍ୟ ‌ମୋହରେ ଜୀବନଶୈଳୀରେ ପରିବର୍ତ୍ତନ ଆସିଛି।

ଆଜିକାଲି ବୟସ ନିର୍ବିଶେଷରେ ସଭିଏଁ ସ୍ବାସ୍ଥ୍ୟ ସଚେତନ ହେଲେଣି। ବିଶେଷକରି କରୋନା ମହାମାରୀ ପରଠୁ ସାରା ପୃଥିବୀରେ ସୁସ୍ବାସ୍ଥ୍ୟ ‌ମୋହରେ ଜୀବନଶୈଳୀରେ ପରିବର୍ତ୍ତନ ଆସିଛି।

ffhsfshsfh

ଆଜିକାଲି ବୟସ ନିର୍ବିଶେଷରେ ସଭିଏଁ ସ୍ବାସ୍ଥ୍ୟ ସଚେତନ ହେଲେଣି। ବିଶେଷକରି କରୋନା ମହାମାରୀ ପରଠୁ ସାରା ପୃଥିବୀରେ ସୁସ୍ବାସ୍ଥ୍ୟ ‌ମୋହରେ ଜୀବନଶୈଳୀରେ ପରିବର୍ତ୍ତନ ଆସିଛି। ଦିନଚର୍ଯ୍ୟାର ରୁଟିନ୍‌ ପରି ଖାଦ୍ୟସାରଣୀ ଅନୁସାରେ ଖାଇବାକୁ ଅନେକ ପ୍ରାଧାନ୍ୟ ଦେଉଛନ୍ତି। ସୌନ୍ଦର୍ଯ୍ୟ ସଚେତନ ମହିଳା ଓ ଯୁବବର୍ଗ ବିଭିନ୍ନ ପ୍ରକାର ଫଳ, ପନିପରିବା ସାଲାଡ୍‌, ସ୍ପ୍ରାଉଟ୍‌ ଖାଇବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ଆଖି ଓ ପାଟିକୁ ସୁଆଦିଆ ଲାଗୁଥିବା ବିଭିନ୍ନ ପ୍ରକାର ପ୍ୟାକେଟ୍‌ ଫୁଡ୍‌, ଜଙ୍କ୍‌ଫୁଡ୍‌, ଇନ୍‌ଷ୍ଟାଣ୍ଟ୍‌ ଫୁଡ୍‌, କୃତ୍ରିମ ରଙ୍ଗ ଓ କେମିକାଲ୍‌ ମିଶ୍ରିତ, ଦୁଧ, ଦହି, ଫଳରସ ପ୍ରଭୃତି ବଜାରରେ ଉପଲବ୍ଧ ଦାମିକା ଖାଦ୍ୟ ଅପେକ୍ଷା ସହଜରେ ଓ ହାତ ପାହାନ୍ତାରେ ମିଳୁଥିବା ଘରତିଆରି ଖାଇବା ଉଭୟ ସ୍ବାସ୍ଥ୍ୟ ଓ ସୌନ୍ଦର୍ଯ୍ୟ ପାଇଁ ଉପକାରୀ। ଏଣୁ ଆବଶ୍ୟକୀୟ ଦୈନିକ ତାଲିକାରେ ଏଥର ଆପଣ ଏହି ୨୦ଟି ସହଜଲବ୍ଧ ତଥା ପୁଷ୍ଟିକର ଖାଦ୍ୟ ନିଶ୍ଚୟ ସାମିଲ୍‌ କରନ୍ତୁ। ଅଁଳା, ଖଜୁରୀ, କଦଳୀ, ଲେମ୍ବୁ, ଅଣ୍ଡା, କମଳା, ଚିଆ ସିଡ୍‌, ଅମୃତଭଣ୍ଡା, ବ୍ରୋକୋଲି, ସେଓ, ଆଲ୍‌ମଣ୍ଡ, ପାଳଙ୍ଗ ଶାଗ, ଗାଜର, ପିଜୁଳି, ଡାଳିମ୍ବ, ଷ୍ଟ୍ରବେରି, ବ୍ଲୁବେରି, ତରଭୂଜ, ସଜନା ଶାଗ, ଛୁଇଁ ଓ ସୋୟାବିନ୍‌।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe