ଅନ୍ୟଜଣଙ୍କ ଫୋନ୍‌ କଲ୍‌ର କଥାବାର୍ତ୍ତା ଶୁଣିବା ପାଇଁ ଏହି ଟ୍ରିକ୍‌ ଆପଣାନ୍ତୁ

Advertisment

ଏମିତି ଆପ୍‌ ଯାହା ଦ୍ୱାରା ଶୁଣି ପାରିବେ ଅନ୍ୟମାନଙ୍କର ସମସ୍ତ କଥାବାର୍ତ୍ତା

ଏମିତି ଆପ୍‌ ଯାହା ଦ୍ୱାରା ଶୁଣି ପାରିବେ ଅନ୍ୟମାନଙ୍କର ସମସ୍ତ କଥାବାର୍ତ୍ତା

ଅନ୍ୟଜଣଙ୍କ ଫୋନ୍‌ କଲ୍‌ର କଥାବାର୍ତ୍ତା ଶୁଣିବା ପାଇଁ ଏହି ଟ୍ରିକ୍‌ ଆପଣାନ୍ତୁ

publive-image

ଗୁଗଲ୍‌ ପ୍ଲେ ଷ୍ଟୋର୍‌ରେ ଏକ ଏମିତି ଏକ ଆପ୍‌ ରହିଛି ଯାହା ସାହାଯ୍ୟରେ ଆପଣଙ୍କ ଅନୁପସ୍ଥିତିରେ ଫୋନ୍‌ରେ କିଏ କ’ଣ କହୁଛି, ସେ ସମସ୍ତ କଥାବାର୍ତ୍ତା ଶୁଣି ପାରିବେ। ଏହାର ବଡ଼ କଥାଟି ହେଉଛି, ଆପଣ ଯାହାର ଫୋନ୍‌ କଲ୍‌ ଶୁଣୁଛନ୍ତି ସିଏ ମଧ୍ୟ ଏ କତା ଜାଣି ପାରିବେନି। ଯେଉଁ ସ୍ମାର୍ଟ୍‌ଫୋନ୍‌ରୁ ଆପଣଙ୍କ କଥାବାର୍ତ୍ତା ଶୁଣିବାକୁ ଚାହୁଁଛନ୍ତି ସେଥିରେ TickleMyPhone ଆପ୍‌ ଇନ୍‌ଷ୍ଟଲ୍‌ କରନ୍ତୁ ଓ କେବଳ ଗୋଟିଏ ମେସେଜ୍‌ ପଠାଇ ସମସ୍ତ କଥାବାର୍ତ୍ତା ଶୁଣନ୍ତୁ। ଜାଣନ୍ତୁ କେମିତି କରିବେ ଆପ୍‌କୁ ବ୍ୟବହାର….

publive-image

publive-image

ଗୁଗଲ୍‌ ପ୍ଲେ ଷ୍ଟୋର୍‌କୁ ଯାଇ ‘TickleMyPhone’ ଆପ୍‌ ଇନ୍‌ଷ୍ଟଲ୍‌ କରନ୍ତୁ। ଇନ୍‌ଷ୍ଟଲ୍‌ କରିଲା ପରେ ଏହାକୁ ଖୋଲନ୍ତୁ, ବର୍ତ୍ତମାନ ଏକ ଲିଗାଲ୍‌ ନୋଟିସ୍‌ ଆସିବ, ଆପଣଙ୍କୁ ତାହା ଗ୍ରହଣ କରିବାକୁ ପଡ଼ିବ। ସେଥିପାଇଁ Accept ରେ କ୍ଲିକ୍‌ କରନ୍ତୁ।
publive-image
ଏବେ ଆପଣଙ୍କୁ ଆପ୍‌ର ପେଡ୍‌ ଭର୍ସନ ନେବାପାଇଁ ପଚରା ଯିବ। ଯଦି ଆପଣଙ୍କୁ ନେବାର ନାହିଁ ତା’ହେଲେ Later ରେ କ୍ଲିକ୍‌ କରି ଆଗକୁ ବଢ଼ନ୍ତୁ। ଏବେ ଉପର ପଟେ ୪ ଟି ସବ୍‌-କ୍ୟାଟେଗୋରି ଦେଖାଯିବ।
publive-image
ଏଥିରେ ସେଟିଙ୍ଗ୍‌ ଅପ୍‌ସନ୍‌କୁ ଯାଇ ‘Hide Tickle my Phone commands’ ରେ ରାଇଟ୍‌ ଟିକ୍‌ ମାର୍କ୍‌ ଲଗାଇ ଦିଅନ୍ତୁ। ଏହା ସହ କଲ୍‌ବ୍ୟାକ୍‌ ଅପ୍‌ସନ୍‌କୁ ଯାଇ ‘ON’ କରନ୍ତୁ।
publive-image
ଆପ୍‌ର ସେଟିଙ୍ଗ୍‌ ପରେ କୌଣସି ଅନ୍ୟ ଫୋନ୍‌ରୁ ଏହି ଫୋନ୍‌ କୁ CALL ME BACK ଲେଖି SMS ପଠାନ୍ତୁ। ଏହା ଯୋଗୁଁ ସେହି ଫୋନ୍‌କୁ ରିଟନ୍‌ର୍ କଲ୍‌ ଆସିଯିବ ଓ ଆପଣ ସମସ୍ତ କଥାବାର୍ତ୍ତା ଶୁଣି ପାରିବେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe