ଏହି ଫଟୋରେ ଲୁଚି ରହିଥିବା ୧୦ଟି ବଂଶୀକୁ ଖୋଜି ପାରିବେ କି?

Advertisment
ଏହି ଫଟୋରେ ଲୁଚି ରହିଥିବା ୧୦ଟି ବଂଶୀକୁ ଖୋଜି ପାରିବେ କି?

ନୂଆଦିଲ୍ଲୀ: ଅପ୍ଟିକଲ ଇଲ୍ୟୁଜନ ଫଟୋକୁ ବୁଝିବା ସମସ୍ତଙ୍କ ପକ୍ଷେ ସହଜ ହୋଇ ନଥାଏ। ଏହି ଫଟୋ ମଧ୍ୟରେ ଲୁଚି ଥିବା ସାମଗ୍ରୀକୁ ଖୋଜି ବାହାର କରିବା ସମୟରେ କିଛିଲୋକ ବିରକ୍ତ ହୋଇଯାଉଥିବା ବେଳେ ଆଉ କିଛିଲୋକ ଖୁବ ଚତୁରତାର ସହ ଏହାର ସମାଧାନ କରି ଦେଇଥାଆନ୍ତି।

ସୋସିଆଲ ମିଡିଆରେ ଏମିତି ଅନେକ ଫଟୋ ଭାଇରାଲ ହେଉଥିବା ବେଳେ ଆଉ ଏକ ଫଟୋ ଭାଇରାଲ ହୋଇଛି। ଯେଉଁ ଫଟୋଟି ଭଗବାନ ଶ୍ରୀକୃ‌ଷ୍ଣଙ୍କ ରହିଥିବା ଦେଖିବାକୁ ମିଳୁଛି। ଏହି ଫଟୋରେ ଶ୍ରୀକୃଷ୍ଣଙ୍କ ବ୍ୟତୀତ ପାହାଡ, ଗଛ, ଜଙ୍ଗଲ ଆଦି ରହିଥିବା ବି ନଜରକୁ ଆସୁଛି। ତେବେ ଏହି ଫଟୋ ମଧ୍ୟରେ ୧୦ଟି ବଂଶୀ ଲୁଚି ରହିଛି। ଯାହାକୁ ଆପଣ ଖୋଜି ବାହାର କରି ପାରିବେ କି? ଖୋଜି ଦେଖାନ୍ତୁ ତ ?

Latest and Breaking News on NDTV

ପାରିଲେ କି... ବ୍ୟସ୍ତ ହେବାର କୌଣସି କାରଣ ନାହିଁ। ନିମ୍ନୋକ୍ତ ଫଟୋରେ ଆପଣ କେଉଁକେଉଁ ସ୍ଥାନରେ ବଂଶୀ ଅଛି ଧ୍ୟାନର ସହ ଦେଖିଲେ ଜାଣି ପାରିବେ। ଯେଉଁଯେଉଁ ସ୍ଥାନରେ ବଂଶୀ ଅଛି ତାହା ଉପରେ ଲାଲ ରଙ୍ଗର ଗୋଲ ବୁଲା ହୋଇଛି। ଆପଣ ତାହାକୁ ‌ଦେଖିଲେ ଲୁଚି ରହିଥିବା ବଂଶୀକୁ ଅତି ସହଜରେ ଖୋଜି ବ‌ାହାର କରି ପାରିବେ। ଯେମିତି କି ହରିଣର ବେକ, ଗଛ ଡାଳ, ମାଟି, ବାଦଳ ଓ ଘର ଇତ୍ୟାଦି ମଧ୍ୟରେ ବଂଶୀ ଲୁଚି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe